ଅନ୍ଧକାର
ଅନ୍ଧକାର
ମୋର୍ ଜୀବନ୍ ଅନ୍ଧାର୍ ହେଇଯାଇଛେ
ତାହାକେ ଭଲ୍'ପାଇକରି ମୁଇଁ,
ଏନ୍ତା ଧୋକା ଦେବା ବଲିକରି ମତେ
କେଭେ ନାଇଁ ଜାନିଥିଲି ତାହିଁ ।
ଆଏଜ୍ ଜାନିଗଲି ସବୁ ମତଲବି ଦୁନିଆଁ
କିହେ ନୁହେରେ କାହାର୍,
ଯାହାକେ ନିଜର୍ ଭାବିଥିଲି
ସେ କରିଦେଲା ତାର୍ ଦିଲ୍'ନୁ ବାହାର୍ ।
କେତେ ବିଶ୍ବାସ କରିଥିଲି ତାହାକେ
ମାଁ,ବାପା ପରିବାର୍ ଭୁଲି,
ତାର୍ ଲାଗି ସମ୍'କୁ ଛାଡ୍'ମି ଭାବୁଥିଲି
ଖାଏଲେ ଖାଏମି ପଛେ ଗୁଲି ।
ମଦ୍,କୁସୁନା,ଗଞ୍ଜେଇ,ସିଗିରେଟ୍,ନିସା
ସବୁ ଦେଇଥିଲି ଛାଡି,
ଯେନ୍'କେ କହୁଥିଲା ସେନ୍'କେ ଯାଉଥିଲି
ଧରିକରି ମୋର୍ ଗାଡି ।
ପାଖେ ପଏସା ନାଇଁ ଭି ସାଙ୍ଗ୍'କେ ମାଗି
କେତେ ଖାଉଥିଲି ଗାଲି,
ସତ୍ କହୁଥିଲା ମୋର୍ ସାଙ୍ଗ୍ ମତେ
ଦିନେ ଯିବା ତତେ ଭୁଲି ।
ନାଇଁ ମାନୁଥିଲି କାହାରେର୍ କଥା
ତାର୍ ପଛେ ପାଗଳ୍ ହେଇ,
ଦିନେ ଦେଖାବା ଲାଲ୍'ଟିନ୍ ମତେ
ନାଇଁ ଯାନିଥିଲିରେ ଭାଇ ।
ଆଏଜ୍ ଦୁନିଆଁ ଅନ୍ଧକାର୍ ହେଇଗଲା
ଲଭ୍ ଚକ୍କର୍ ଥି ପଡି,
ସମ୍'କୁ କହୁଛେ ନାଇଁ ପାଏବରେ ଭଲ୍ କେହି
ନାଇଁହେଲେ ମଦ୍'ଭାଟିନେ ଥିବ ଗଡି ।
