Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଅମୃତାୟନ------!

ଅମୃତାୟନ------!

1 min
6.9K


ଅମୃତାୟନ------!

ଯୋଦ୍ଧା କାଟିଛି ଜୀବନ ଯୁଦ୍ଧ ଭୂମିରେ ସବୁଦିନେ ହରାଇ ମୃତ୍ୟୁ , ଅଶରୀର, ଯୁଦ୍ଧ ଆକାଂକ୍ଷି, ଭୀଷଣ, ବିକଟ, ପାଗଳ ପ୍ରତିହିତ, ପ୍ରେମିକ ଟିଏ ବି ଦେଖା ହୁଏନି କେବେ ତା ସହ ରୁହାନି ଆମ ମିଳନ, ଯେମିତି ରେଜିଆ ସୁଲତନା ଆଉ ତା ପ୍ରେମିକ , ଆଜିକାଲି ସ୍ୱପ୍ନରେ ବି ହେଉନି ମିଳନ ବୈରାଗ୍ୟ ଗ୍ରାସ କଲାଣି ପ୍ରେମିକା କୁ ମୋର , ଆମେ ଦୁହେଁ, ଅମୃତାୟାନ ପଥ ର ପଥିକ ଅମୃତ ପୀୟୂଷ ପାନ ଯେ ଲକ୍ଷ୍ୟ , ସାଥୀ ତୋ ପ୍ରେମିକ ଯୋଦ୍ଧା ବିଶ୍ୱାସ ଅଛି ତା ପାଖେ ଅନେକ , ବାଣ୍ଟିବାର ସମୟ ଯେ ଆସନ୍ନ ବେଲ ଗଛରେ ବେଲ କୁ ପାଚି ବାକୁ ତ ଦିଅ, ତା ରସ ରେ ଅଛି କଁଟୁ ପିତ୍ତନାଶକ, ଗ୍ରୀଷ୍ମର ଦାହ ହୋଇ ଯିବ ପ୍ରଶମିତ ସମୟ କୁ କର ତ ପ୍ରତିକ୍ଷା ତମ ଜନ୍ମ ରହସ୍ୟ ଯେ ଲୁଚି ରହିଛି ଗବାକ୍ଷ ସେପଟେ ଲମ୍ବି ଯାଇଥିବା ପଥ ଦିଗନ୍ତେ ସେପାରି ଯେଉଁଠି ହାରି ଯାଏ ଜନ୍ମ,ଯନ୍ତ୍ରଣା, ଜରା ,ମୃତ୍ୟୁ , ସେ ଯେ------------! ଅମୃତାୟନ ।

ରାମ ପ୍ରସାଦ ବିଶୋଇ । (କାଶ୍ୟପ) ରାୟଗଡ଼ା , ରାତ୍ର-୧୧-୨୯ ମିନିଟ, ତା-୩୦-୦୫-୧୬ ।


Rate this content
Log in