ଅଳ୍ପ ଅଳ୍ପ-୯୬
ଅଳ୍ପ ଅଳ୍ପ-୯୬
1 min
1.0K
ଅନ୍ତଃଦହନ,
ଭିତରେ ବାହାରେ
ସମଭାବପର୍ଣ୍ଣ
ସପ୍ରେମେ ,ପ୍ରେମବିହୁନେ,
ଯେମିତି
କାମନା ହଜାଇ ଦିଏ
ଠିକଣା
ଅତିକ୍ରାନ୍ତେ ବୟସ ,
କିନ୍ତୁ
କଳ୍ପନାରେ ଶିଳ୍ପୀ,ଶିଳ୍ପ,
ଓ
ଦ୍ଵିତୀୟ କୋଣାର୍କ-------!
©®କାଶ୍ୟପ
ରାୟଗଡା ।