Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rita Pattanaik

Others

3  

Rita Pattanaik

Others

ଐକାନ୍ତିକ ପୁଲକ

ଐକାନ୍ତିକ ପୁଲକ

1 min
157



  ଉଚ୍ଛୁଳା ଆବେଗର ପ୍ରେମର ତରଙ୍ଗ

  ସାଉଁଟି ଧରିଥାଏ ବିପୁଳ ଅନୁରାଗ  

  ମାଧୁର୍ଯ୍ୟ ବିଭୋର ପ୍ରତିଟି ପ୍ରହର  

  ଝଙ୍କୃତ ହୁଏ ହୃଦ ତନ୍ତ୍ରୀରେ  

  ଭାବ ଜରଜର -

  ଐକାନ୍ତିକ ପୁଲକର  

  ଅନୁଭବି ମନଟିଏ- 

  ମାପିବାକୁ ଅସମର୍ଥ ହୁଏ  

  ଓଠରୁ ଓଠକୁ ଉଚ୍ଚାରିତ ହେଉନଥିବା 

  ଶବ୍ଦର ଭାଷାକୁ  ,

  ହୃଦୟରୁ ହୃଦୟକୁ ପରିବ୍ୟାପ୍ତ  

  ପ୍ରତିଟି ସ୍ପନ୍ଦନକୁ  

  କାହ୍ନୁରେ !!!!

  ଦରଆଉଜା ମନର ଅତଳ ତଳେ  

  ତୁ ମୋ ସ୍ମୃତିର ସୁରଭିତ ସ୍ତବକଟିଏ  

  ମୁଁ ତୋ ପ୍ରେୟସୀ ତୁ ରସଘନ ରସିକଟିଏ । 



Rate this content
Log in