Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

3  

Jagabandhu Sahu

Others

ଅଭିନୟ

ଅଭିନୟ

1 min
169


ଜୀବନର ଏଇ  ରଙ୍ଗ ମଞ୍ଚରେ ଯେ

   ଅଭିନୟ କରୁ କରୁ

ଫେରିବାକୁ ହେବ ଶେଷ ପର୍ଯ୍ୟାୟରେ

   ଆସିଥିଲେ ଯେଉଁଠାରୁ

ହସ ଲୁହର ଏ  ସଂସାର ଭିତରେ

  ଅଭିନୟ ଆମେ କରି

ଫେରିଯିବା ପୁଣି  ଏ ରଙ୍ଗ ମଞ୍ଚରୁ

  ଅଭିନୟ ଆମେ ସାରି

ଶେଷ ଯାତ୍ରା ପୁଣି  ଶେଷ ଅଭିନୟ

  କୋକେଇରେ ଯିବା ଶୋଇ

ଗାଆଁ ଶେଷ ମୁଣ୍ତ  ଶ୍ମଶାନ ଭୂଇଁରେ

   ଯିବା ଯେ ପାଉଁଶ ହୋଇ



Rate this content
Log in