STORYMIRROR
ଅଭିଳାଷ
ଅଭିଳାଷ
ଅଭିଳାଷ
ଅଭିଳାଷ
ବାରମ୍ବାର ତାଗିଦ୍ କରୁଥାଏ
ମୋ ମନକୁ
ହେଲେ ସେ ମାନୁ ନଥାଏ
ବଢିଲା ନଈ
ପରି ମାଡିଯାଉଥାଏ
ଆଗକୁ ଆଗକୁ
ହୁଏତ ମୁଁ ବି
ଜାଣି ପାରୁନଥାଏ
ଆଖି ପଲକରେ
ଅଭିଳାଷ ଗୁଡିକ
ଚୂର୍ଣ୍ଣ ହୋଇ ଯାଉଥାଏ ।
More oriya poem from Brundabana Pradhan
Download StoryMirror App