#ଆସିଛି ଶ୍ରାବଣ ନାହିଁ କିନ୍ତୁ ଶ୍ରାବଣୀ
#ଆସିଛି ଶ୍ରାବଣ ନାହିଁ କିନ୍ତୁ ଶ୍ରାବଣୀ
1 min
6.7K
#ଆସିଛି ଶ୍ରାବଣ ନାହିଁ କିନ୍ତୁ ଶ୍ରାବଣୀ
ଶ୍ରାବଣ---------!
ସେଦିନ ବି ଆସିଥିଲା
ଆଜି ବି ଆସିଛି
ସେଦିନ ମୋ ସହ
ତୁମେ ଥିଲ
ମୋ ସହ
ଥିଲା
ପାଣିଭରା ଗରା
କାନ୍ଧେ
କଳାହାଣ୍ଡିଆ ମେଘ
ଆକାଶେ-------------------!
ଆଜି ବି ଶ୍ରାବଣ
ଆସିଛି
ତଫାତ ଏତିକି
ସେଇ ମୁଁ ଅଛି ସେଇ ଅଛ
ତୁମେ,
କିନ୍ତୁ
ଆମ କାହାଣୀ କରିବାକୁ
ପୁରା
କେବେ ତୁମେ ନାହଁ
କେବେ ନାହିଁ ମୁଁ
ଆସିଛି ଶ୍ରାବଣ,
ନାହିଁ କିନ୍ତୁ ଶ୍ରାବଣୀ----------------!!
©®କାଶ୍ୟପ,
ରାୟଗଡା ।
ବର୍ଷାର କବିତା