Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rashmita Panigrahi

Others

3  

Rashmita Panigrahi

Others

ଆଶା ର ସ୍ବପ୍ନ

ଆଶା ର ସ୍ବପ୍ନ

1 min
213


ଆଶା ର ସ୍ବପ୍ନ 

ଜରି ଗୋଟାଉ ଗୋଟାଉ 

ଖୁସି କିଛି ଗୋଟାଇ 

ନେବାର ଚେଷ୍ଟା, 

ଅଳିଆ ଗଦାରେ 

ଘାଣ୍ଟି ଘାଣ୍ଟି ନିଜ 

ସୌଭାଗ୍ୟକୁ 

ସାଉଁଟି ପlରିବାର ରାସ୍ତା, 

ପେଟର ଭୋକକୁ 

ଅଣ୍ଟୁ କି ନ ଅଣ୍ଟୁ କେବେ 

ଶୋକରେ ହୁଏନି ମଗ୍ନ 

ଦିନ ପରେ ଦିନ ଜରି

ଗୋଟେଇ ଚାଲିଛି 

ମନେ ଧରି ଅସୁମାରୀ 

ଆଶା ର ସ୍ବପ୍ନ l


Rate this content
Log in