Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Rashmita Panigrahi

Others


3  

Rashmita Panigrahi

Others


ଆଶା ର ସ୍ବପ୍ନ

ଆଶା ର ସ୍ବପ୍ନ

1 min 206 1 min 206

ଆଶା ର ସ୍ବପ୍ନ 

ଜରି ଗୋଟାଉ ଗୋଟାଉ 

ଖୁସି କିଛି ଗୋଟାଇ 

ନେବାର ଚେଷ୍ଟା, 

ଅଳିଆ ଗଦାରେ 

ଘାଣ୍ଟି ଘାଣ୍ଟି ନିଜ 

ସୌଭାଗ୍ୟକୁ 

ସାଉଁଟି ପlରିବାର ରାସ୍ତା, 

ପେଟର ଭୋକକୁ 

ଅଣ୍ଟୁ କି ନ ଅଣ୍ଟୁ କେବେ 

ଶୋକରେ ହୁଏନି ମଗ୍ନ 

ଦିନ ପରେ ଦିନ ଜରି

ଗୋଟେଇ ଚାଲିଛି 

ମନେ ଧରି ଅସୁମାରୀ 

ଆଶା ର ସ୍ବପ୍ନ l


Rate this content
Log in