STORYMIRROR

jyotsna mayee panda

Others

3  

jyotsna mayee panda

Others

ଆଜି କାନ୍ଦୁଛି ସେ ଭଗ୍ନ କୋଣାର୍କ l

ଆଜି କାନ୍ଦୁଛି ସେ ଭଗ୍ନ କୋଣାର୍କ l

1 min
232

ଆଜି କାନ୍ଦୁଛି ସେ ଭଗ୍ନ କୋଣାର୍କ ll

ବିକ୍ଷିପ୍ତ ତାର ଏ ଜରା ଜୀର୍ଣ୍ଣ ରୁପ ll 

ଭେଦ କରିଛି କେତେ ଯେ ତିକ୍ଷ ସର ll 

ସତେ ଅବା ସେ ଭୀଷ୍ମର ଶରୀର ll 

ଆସନ୍ନ ମୃତ୍ୟୁର ଅପେକ୍ଷାରେ ll 

ସଭ୍ୟତାର ପରସ୍ତ ପରସ୍ତ ଅଳନ୍ଧୁ ll 

କେତେ କଳଙ୍କିତ କରେ ଇତିହାସ ll 

ପୁଣି ଜନ୍ମ ହୁଅଇ ସେ କଳା ପାହାଡ଼ ll 

ସବୁ ଛାର ଖାର କରେ ତା ଆୟୁଧ ll 

ଭାଙ୍ଗି ଉଜାଡି ଦିଏ ସେ ମନ୍ଦିରକୁ ll 

କେହି କହିକି କରିବ ପ୍ରତିବାଦ ll 

କାରଣ ସମସ୍ତେ ବା ଏଠି ସଭ୍ୟ ll 

କାହିଁ କିଏ ବା କରିବ ପ୍ରତିବାଦ ll 

କାହିଁ ରକ୍ଷା କରିବ ସେ କୀର୍ତ୍ତିରାଜି ll 

ଓଡ଼ିଆ ଜାତୀୟ ଗୌରବ ll 

ଆଜି ପ୍ରଶ୍ନ?? କଣ ସୁରକ୍ଷା ଦେଇ ଛି.??? 

ଏ ଛାର ମାନବ,, କଣ ନୁହେଁ ଏହା ତାର କର୍ତ୍ତଵ୍ୟ??? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍