ଆଧୁନିକ ଦୁନିଆଁ
ଆଧୁନିକ ଦୁନିଆଁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
କାହିଁ ପାଇବୁ ସେ ଆଘର୍ ଭାବ୍
ନଏଦ୍,ନାଲ୍, ପର୍ବତ୍,ପାହାଡ୍
ସବୁ ଆଏ ଇନୁ ଡିଜିଟାଲ୍
ଚାଲୁଛେ ଦୁନିଆଁ ତାଳେ ତାଲ୍ ।।
ସତ୍ ଇନୁ ଲାଗୁଛେ ମିଛ୍
ନୂଆଁ ଦୁନିଆଁ, ନୂଆଁ ରୀତି,
ସମିଆଁ ଖେଳ୍ ଛାଲିଛେ
ଧନ୍ ଦୌଲତ ବଡ଼ ହେଇଛେ ।।
ଯାହାର୍ ପାଖେ ଅଛେ ପଇସା
ତାର୍ ରୁବାବ୍ ଦେଖଃବୁ କେତେ,
ଗରିବ ଲୋକଙ୍କୁ କିଏ ପଚରେଇ
ଆଧୁନିକ ଦୁନିଆଁ ହେଲା ସତେ ।।
ଭାବ୍ ଦିଆନିଆଁ ଗଲାନ ସରି
ନୂଆଁ ଦୁନିଆଁ ଆଇଛେ ଚାଲି,
ଭଲ୍ କଥା ପଦେ କହିଦେଲେ
ଚାବିରି ହେସନ ମଝା ଡାଣ୍ ଖୁଲି ।।
ଉଢନା ଢପା, ମୁଡିଆ ମରା
ସବୁ ଲାଗୁଛେ ବେକାର୍,
ଯାହାକେ ଦେଖବ୍ ହାତ୍ ମିଲାମୁଲି
ବଡ୍ କେ କରୁଛନ୍ ଠିଆ ଜୁହାର୍ ।।
ଶାଢି,ସାୟା,ବିଲାଗୋଜ,ଲୁହୁଙ୍ଗି,ଗାମଛା
ମୁନୁଷ୍ ଜାଏତ୍ କେ କଲା ବିରକ୍ତି,
କେନ୍ ପରକାରର୍ ଦେଖବ୍ ସାଟ୍,ପେଟ୍
ଦିହି ଦିଶୁଥିସି ବାର୍ ଫାଲ୍ ।।
ଭୁଗୁଲି,ଟୁକୁରୁ,ଚାଙ୍ଗିରି,କୁଲା
ବାହାରେ ପଡିଛନ୍ ମେଲା,
କିଏ ପଚରାଏ ତାହାକେ
ଖୁରି,ଗିନା ଏଛେନ୍ କେତିନି କେତେ ।।
କୁନୁଆଁ ପାତି,ସାଙ୍ଗ୍ ସରସା
ସମକୁ ଖାଏଲା ମୁବାଇଲ୍ ନିଶା
ନାଇନ ଆଘର୍ ଭାବ୍ ଦିଆନିଆଁ
ମୁବାଇଲ୍ କହୁଛେ ଜୁହାର୍ ବୁଆ ।।
ମାଆ,ବୁଆକେ ଖାତିର୍ ନାଇଁ
ଝି,ପୁଓ ବୁଲୁଛନ୍ ଯାହି ତାହିଁ
ରାଗି କରି ପଦେ କହିଦେଲେ
ଘରୁ ଯାଏସନ୍ ପଲେଇ ।।
ଭୁଲି ଗଲେନ ,କବାଡି,ଛିଲୋଲାଇ
ଟିକଟକ୍ ,ପବଜି,କରିଛେ ବାଇଁ
ଆଧୁନିକ୍ ଦୁନିଆଁ ଆଏ ଇଟା
ମହୁ ଲାଗୁଛେ ଇନ୍ ଖଟା ।।
ଆଧୁନିକ୍ ଦୁନିଆଁ ବନେ ଲାଗୁଛେ
ନୂଆଁ ଯୁଗର୍,ନୂଆଁ ପିଢି କହୁଛେ
କାମ୍ ବୁତା କରବାର୍ ଛାଡି
ମୁବାଇଲ୍ ପଛେ ହେଲେ ବାଇରୀ ।।