STORYMIRROR

Jagabandhu Sahu

Others

3  

Jagabandhu Sahu

Others

୧୫ ଅଗଷ୍ଟ

୧୫ ଅଗଷ୍ଟ

1 min
73

ହାତରେ ଧରିବା   ତ୍ରିରଙ୍ଗାକୁ ଆଜି

    ଗାଇବା ସ୍ବାଧିନ ଗାଥା

ସ୍ୱାଧୀନ ଗାଥାକୁ    ଶୁଣି ମଧ୍ଯ ଶତୃ

    ନୁହାଁଇବ ତାର ମଥା

ଆସ ସର୍ବେ ଆଜି ହୋଇବା ଏକାଠି

    ତ୍ରିରଙ୍ଗାକୁ ହାତେ ଧରି

ଭାରତ ମାତାର   ସନ୍ତାନ ହୋଇକି

    ଶତୃକୁ ଦେବା ଯେ ତଡି

ପୋଛି ଦେବା ସବୁ ଆତଙ୍କକୁ ଆଜି

    ଏଇ ଭାରତ ବର୍ଷରୁ

ହେ ଭାରତବାସୀ ସ୍ବାଧିନ ଶୁଭେଚ୍ଛା

    ଜଣାଉଛି  ହୃଦୟରୁ ।



Rate this content
Log in