None
ଭାବିଲ କି ଦୁର୍ବଳତା ଭାବିଲ କି ଦୁର୍ବଳତା
କିଏ ସେ ଦେଖିଲା ସୂକ୍ଷ୍ମ କାରୁକାର୍ଯ୍ୟ, ବାହା ବାହା କରି ଗଲା କେ ଚାଲି। ବିଦଗ୍ଧ ଭାସ୍କର୍ଯ୍ୟ ବିମୁ କିଏ ସେ ଦେଖିଲା ସୂକ୍ଷ୍ମ କାରୁକାର୍ଯ୍ୟ, ବାହା ବାହା କରି ଗଲା କେ ଚାଲି। ବିଦଗ୍ଧ ଭାସ୍...
କେଉଁ ଜନମ ର ତପସ୍ୟା ଏ ସତେ କେଉଁ ଜନମ ର ତପସ୍ୟା ଏ ସତେ
ପ୍ରକୃତି କରଇ ଶୃଙ୍ଗାର, ଉକୁଟେ ବର୍ଣ୍ଣବିଭା। ରଙ୍ଗ ବେରଙ୍ଗର କୁସୁମେ, ସଜାଏ ତା ଗଭା। ଶୀତର ପ୍ରକ ପ୍ରକୃତି କରଇ ଶୃଙ୍ଗାର, ଉକୁଟେ ବର୍ଣ୍ଣବିଭା। ରଙ୍ଗ ବେରଙ୍ଗର କୁସୁମେ, ସଜାଏ ତା ଗଭ...
ଶୂନ୍ଯ ପ୍ରେମିକ ହେ ଶୂନ୍ଯ ପ୍ରେମିକ ହେ
ରଙ୍ଗଛଡ଼ା ଏତେ ମନ ରଙ୍ଗିବାକୁ, ଲୋଡା ତ ଲକ୍ଷେ ଫଗୁଣ। ରଙ୍ଗଛଡ଼ା ଏତେ ମନ ରଙ୍ଗିବାକୁ, ଲୋଡା ତ ଲକ୍ଷେ ଫଗୁଣ।
ତୁମେ ହୁଅ ପଛେ ନିଘଞ୍ଚ ଅରଣ୍ୟ, ମୁଁ ହେବି ଲତା ନିକୁଞ୍ଜ। ତୁମେ ହୁଅ ପଛେ ନୀରବ ନିଥର, ହୃଦହୀନ ବେଳ ତୁମେ ହୁଅ ପଛେ ନିଘଞ୍ଚ ଅରଣ୍ୟ, ମୁଁ ହେବି ଲତା ନିକୁଞ୍ଜ। ତୁମେ ହୁଅ ପଛେ ନୀରବ ନିଥର, ...
ତୋ ନାମରେ ଦେଲି ଲେଖି ତୋ ନାମରେ ଦେଲି ଲେଖି
ଏ କି ଆକର୍ଷଣ ଆକର୍ଷଇ ମୋତେ, ବିସ୍ମୃତିରେ ଲୁପ୍ତ ସମ୍ପର୍କ ଯେମନ୍ତେ ମନ ହୁଏ ଭାସିଯିବାକୁ ସାଥିରେ, ଏ କି ଆକର୍ଷଣ ଆକର୍ଷଇ ମୋତେ, ବିସ୍ମୃତିରେ ଲୁପ୍ତ ସମ୍ପର୍କ ଯେମନ୍ତେ ମନ ହୁଏ ଭାସିଯିବା...
ଜଡ଼ ମାନସରେ ତୁମ ପରଶରେ, ପ୍ରଜ୍ଞାର କାଉଁରୀ ଗଲା କି ଛୁଇଁ। ମରୁ ପ୍ରାନ୍ତରର ସ୍ନିଗ୍ଧ ସରସୀରେ, ଜଡ଼ ମାନସରେ ତୁମ ପରଶରେ, ପ୍ରଜ୍ଞାର କାଉଁରୀ ଗଲା କି ଛୁଇଁ। ମରୁ ପ୍ରାନ୍ତରର ସ୍ନିଗ୍ଧ ସ...