କବିଶ୍ରୀ ଅକ୍ଷୟ କୁମାର ବେହେରା
Literary Colonel
AUTHOR OF THE YEAR 2021 - NOMINEE
102
Posts
85
Followers
2
Following
ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ କେନ୍ଦୁଡ଼ିହା ଗ୍ରାମପଞ୍ଚାୟତର ଚତୁଃରଦିଗ ସବୁଜିମା ଘେରା ବିଲ, ବଣ ମଧ୍ୟେ କେନ୍ଦୁଡିହା ଗ୍ରାମରେ ୧୯୮୭ମସିହା ଅପ୍ରେଲ ୨୮ତାରିଖ, ମାତା:-ସୋମବାରୀ ବେହେରା ପିତା:-ରମେଶ ବେହେରା ଙ୍କ ଜ୍ୟୋଷ୍ଠ ପୁତ୍ର ରୂପେ ମୋର ଜନ୍ମ । ପାଠପଢ଼ା ସମୟ ରୁ ସାହିତ୍ୟ ପ୍ରତି ମୋର ଆନ୍ତରିକ ଭଲପାଇବା ଥିଲା। ଶିକ୍ଷାର ଶେଷ ନାହିଁ କିନ୍ତୁ... Read more
ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ କେନ୍ଦୁଡ଼ିହା ଗ୍ରାମପଞ୍ଚାୟତର ଚତୁଃରଦିଗ ସବୁଜିମା ଘେରା ବିଲ, ବଣ ମଧ୍ୟେ କେନ୍ଦୁଡିହା ଗ୍ରାମରେ ୧୯୮୭ମସିହା ଅପ୍ରେଲ ୨୮ତାରିଖ, ମାତା:-ସୋମବାରୀ ବେହେରା ପିତା:-ରମେଶ ବେହେରା ଙ୍କ ଜ୍ୟୋଷ୍ଠ ପୁତ୍ର ରୂପେ ମୋର ଜନ୍ମ । ପାଠପଢ଼ା ସମୟ ରୁ ସାହିତ୍ୟ ପ୍ରତି ମୋର ଆନ୍ତରିକ ଭଲପାଇବା ଥିଲା। ଶିକ୍ଷାର ଶେଷ ନାହିଁ କିନ୍ତୁ ପାରିବାରିକ ଅସୁବିଧା କାରଣରୁ ମୋ ପଢ଼ା ବନ୍ଦ ହୋଇଗଲା । ତା'ପରଠୁ ମୁଁ କର୍ମମୟ ଜୀବନ ଜଞ୍ଜାଳରେ ସାହିତ୍ୟ ଠାରୁ ଦୂରେ ଥିଲି । ପରେ ୨୦୧୪ମସିହାରେ ମୋ ପାଇଁ ସାହିତ୍ୟ ପୁଣି ନୂଆ ରୂପ ନେଇ ଆସିଲା । ମୋ ବିବାହ ପାଇଁ ନିମନ୍ତ୍ରଣ ପତ୍ରଟିକୁ କବିତାର ରୂପ ଦେଲି । ବନ୍ଧୁ ମାନେ ନିମନ୍ତ୍ରଣ ପଢି଼ ମତେ ବହୁତ ପ୍ରଶଂସା କରିଥିଲେ । ସତେ ଯେପରି ମତେ ମନେ ହୁଏ ମୋ ସହ ଧର୍ମିଣି ସାହିତ୍ୟର ସାଧବ ବୋହୂ ବେଶ ହୋଇ ମୋ ଜୀବନକୁ ଆସିଲେ । ତା' ପରଠାରୁ ମୁଁ ସାହିତ୍ୟ ସହ ପୁଣି ଯୋଡ଼ି ହୋଇଗଲି । ମାତା ପିତାଙ୍କ ଆର୍ଶିବାଦ ଓ ମା' ସ୍ବରସ୍ବତୀଙ୍କ କୃପା ବଳରେ ମୋ ଲେଖନୀ ସଦା ଚାଲୁ ରହିଛି । "ଜୟ ମାତୃଭାଷା" ।। Read less
Share with friends