ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ କେନ୍ଦୁଡ଼ିହା ଗ୍ରାମପଞ୍ଚାୟତର ଚତୁଃରଦିଗ ସବୁଜିମା ଘେରା ବିଲ, ବଣ ମଧ୍ୟେ କେନ୍ଦୁଡିହା ଗ୍ରାମରେ ୧୯୮୭ମସିହା ଅପ୍ରେଲ ୨୮ତାରିଖ, ମାତା:-ସୋମବାରୀ ବେହେରା ପିତା:-ରମେଶ ବେହେରା ଙ୍କ ଜ୍ୟୋଷ୍ଠ ପୁତ୍ର ରୂପେ ମୋର ଜନ୍ମ । ପାଠପଢ଼ା ସମୟ ରୁ ସାହିତ୍ୟ ପ୍ରତି ମୋର ଆନ୍ତରିକ ଭଲପାଇବା ଥିଲା। ଶିକ୍ଷାର ଶେଷ ନାହିଁ କିନ୍ତୁ... Read more
Share with friends
ସୃଷ୍ଟିର ଉଷା ତ ଶିଶୁ ବୋଲି ଜାଣ ସଭିଙ୍କର ଅତି ପ୍ରିୟ, ଦେଶ ଜାତି ପାଇଁ କାମ କରି ଦିନେ ଗଢି ନେବେ ପରିଚୟ । ଅକ୍ଷୟ କୁମାର ବେହେରା
ଯାହାକୁ ନିଜର ମନେ ଭାବିଥିଲି କରି ଦେଲା ମତେ ପର, ସ୍ବାର୍ଥରେ ଟିକିଏ ଉଣା ହେଲା ବୋଲି ହୋଇଗଲା ବହୁ ଦୂର ।। ଅକ୍ଷୟ କୁମାର ବେହେରା
"କଥାଟି ଭୁଲିନ ଯିବ" ଅକ୍ଷୟ କୁମାର ବେହେରା ଆଜିର ଶିଶୁଟି କାଲି ଭବିଷ୍ୟତ ଅବହେଳା ନ କରିବ, ସମୟ ହେଉଛି ସଦା ଗତିଶୀଳ ପଛକୁ ଚାହିଁ ନ ଯିବ ।୧। ଶିକ୍ଷା ଦେଇ ଗଢି ତୋଳିଥିଲେ ତାକୁ ଦିନେ ସିଏ ବଡ ହେବ, ଭଲ କାମକରି ଦୁନିଆଁରେ ଜାଣ କୁଳର ନାମ ରଖିବ ।୨।