STORYMIRROR
"କଥାଟି ଭୁଲିନ...
"କଥାଟି ଭୁଲିନ...
"କଥାଟି...
“
"କଥାଟି ଭୁଲିନ ଯିବ"
ଅକ୍ଷୟ କୁମାର ବେହେରା
ଆଜିର ଶିଶୁଟି କାଲି ଭବିଷ୍ୟତ
ଅବହେଳା ନ କରିବ,
ସମୟ ହେଉଛି ସଦା ଗତିଶୀଳ
ପଛକୁ ଚାହିଁ ନ ଯିବ ।୧।
ଶିକ୍ଷା ଦେଇ ଗଢି ତୋଳିଥିଲେ ତାକୁ
ଦିନେ ସିଏ ବଡ ହେବ,
ଭଲ କାମକରି ଦୁନିଆଁରେ ଜାଣ
କୁଳର ନାମ ରଖିବ ।୨।
”
87
More english quote from କବିଶ୍ରୀ ଅକ୍ଷୟ କୁମାର ବେହେରା
Similar english quote from Abstract
Download StoryMirror App