ପିଲା ଦିନରୁ ଲେଖା ପ୍ରତି ଆକର୍ଷଣ ରହି ଆସିଛି | ସର୍ବଦା ମୁଁ ଚେଷ୍ଟା କରେ ମୋ ଲେଖାରେ ବାସ୍ତବିକତା କୁ ଦର୍ଶାଇବାକୁ ଏବଂ ଲେଖିଲା ବେଳେ କାହାଣୀର ଗୋଟେ ପାତ୍ର ହୋଇ ଯାଏ | ଏହା ମତେ ବହୁତ ଆନନ୍ଦ ଦେଇ ଥାଏ |
ହଁ ଜାଣେ ତୁମେ ସେଇ ଗୋଲାପ ଓଠର ନୀରବତା , ହଁ ତୁମେ ସେଇ ମୋର ନୀରବତା । ହଁ ଜାଣେ ତୁମେ ସେଇ ଗୋଲାପ ଓଠର ନୀରବତା , ହଁ ତୁମେ ସେଇ ମୋର ନୀରବତା ।
ଇନ୍ଷ୍ଟାଗ୍ରାମ ମାନିଆ ଇନ୍ଷ୍ଟାଗ୍ରାମ ମାନିଆ
ହଁ, ମୁଁ ଜାଣେ ମୁଁ କିଏ, ମୁଁ ତୁମ ରାସ୍ତାରେ ଥିବା ଫୁଲ ନୁହେଁ ହଁ, ମୁଁ ଜାଣେ ମୁଁ କିଏ, ମୁଁ ତୁମ ରାସ୍ତାରେ ଥିବା ଫୁଲ ନୁହେଁ
ମଧୁବାବୁ ବକ୍ସିଜଗବନ୍ଧୁ ହୁଙ୍କାରରେ ଇଂରେଜ ମରୁତ ପରି ଯାଉଥିଲା ଥରି । ମଧୁବାବୁ ବକ୍ସିଜଗବନ୍ଧୁ ହୁଙ୍କାରରେ ଇଂରେଜ ମରୁତ ପରି ଯାଉଥିଲା ଥରି ।