Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Sarada Parida   Author of the Year 2018 - Nominee

literature my heart and soul

  Literary Colonel

ମସ୍ତିଷ୍କ

Others

ଏ ସହର ରେ ଚକ ଚକ ରଙ୍ଗ ର ଭିଡ ଢେର ରାତି ଯାଏ ଚି଼ଏଁ ଏ !

1    31 1

ଶୀତ ର କବିତା

Others

ଖବରକାଗଜ ର ଖବର ରେ ଉଷ୍ମତା ସମ୍ପତ୍ତି ଲୋଭ ରେ ବୃଦ୍ଧା ମା ର ହତ୍ୟା ଇଏ କି ଖବର !

2    144 4

ରାଜନୀତି

Others

ଯିଏ ପାରିବାର ସେ ପାରିବାର ବାଟି ବାଟି ସମ୍ପତି ଥାଇ ବି ନା ଯୋଚେ ବିପିଏଲ ତାଲିକା ରେ

1    2.3K 3

ଘୁଙ୍ଗୁଡ଼ି

Comedy

ସିନା ଗର୍ବରେ ଦେଲେ କହି ଘୁଙ୍ଗୁଡ଼ି କୁ କିବା ଚିଲମ ଧୂଆଁ ରେ ନେବେକି ଆୟତ୍ତ ଦେଇ ...

1    2.6K 4

ଶୀତ

Others

ମୁଁ ପ୍ରଭାତ ଶିଶିର ପରି ଶୀତ ସକାଳ ରେ ଆହ୍ଲାଦ ରେ ଚମକି ବି ତୁମ ପୀରତି ଛୁଆଁ ରେ

1    4.6K 7

ଡିମ୍ବ

Others

ଆଜି ଯାଏଁ ଭଲ ବୋଲାଉଥିବା ଲୋକଟା ଏଇ ଏବେ ଏବେ ଅବାଟ କୁ ଗଲା କେଉଁ ବାଟ?

1    7.2K 8

ଇଚିରି ମିଚିରି

Others

ସୁନୀଳ ଅମ୍ବର ସୁନୀଳ ସାଗର ସୁନୀଳ ମୋ ନଈ ପଠା ଦୂର ଦେଶୀ ବନ୍ଧୁ ନ ଆସିଲେ ମିତ ଶ୍ରୀହୀନ ସିନା ତା ଶୋଭା

1    13.4K 5

ଫୁଲଟିଏ ହେବି

Others

ଫୁଟୁ ଥିବା ଫୁଲର ସୋନ୍ଦର୍ଯ୍ୟ ତାକୁ ଉପଭୋଗ କରିବୁ ନା କଳିକାର ଅତୀତକୁ ସ୍ମରି ତୁ ଅତୀତକୁ ଫେରିବୁ

1    6.6K 3

ପ୍ରେମର ଆୟୁଷ କେତେ

Others

ଲଭେ ଅବା ବିଭୁପାଦ ଅବା ମଉଳେ ବୃକ୍ଷରେ ଲୁଟି ନେଲେ ନେଉ ମଧୁ ମଧୁପ ପିରତି ଛଳରେ ଜାଣେ ମୋର ଚିତ୍ତେ ବାସ ଏକା ଦିନକ...

1    13.1K 2

ଆକାଶ

Inspirational

ଆଞ୍ଜୁଳାଏ ଆକାଶ ର ପ୍ରତିବିମ୍ବ ଯେଉଁଠି ସବୁକିଛି ଏକାକାର ହେବ ତେଣିକି କେହି ନଥିବେ ଶତୃ ମିତ୍ର ଅବା ପର ଆପଣାର ..

1    6.9K 5

ସେଇ ଆଖି

Others

କେତେ ଯେ ମାନ କେତେଯେ ପ୍ରେମ ସେଇ ଆଖିରୁ ଝରେ ମରମ ଦହେ ଅନ୍ତର ହେଉ ସାଥୀ ହୋଇ ସେ ଚାଲେ

1    7.1K 4

ବର୍ଷା

Others

କିଛି ଫରକ ନାହିଁ ଏ ସହର ର ଭାଗ୍ୟ ଆଉ ତୋ ଫଟା ଚାଳ ଟା ଭିତରେ !!!!

1    6.8K 7

ସ୍ଵପ୍ନଟିଏ ହେବି

Others

ଭାବିଲି ସ୍ବପ୍ନ ଟିଏ ହେବି ରାତିରେ ପଲକେ ତାର ଲାଖି ହୋଇ ଯିବି କଜଳ ର ଗାରେ ଗାରେ ତାକୁ ଦେଖୁଥିବି

1    6.6K 8

ପ୍ରବାସ

Inspirational

ଜନମନ ମୋହୁ ଥାଅ ଆପଣା ଆଚାରେ ଆପଣା ବିଚାର ସ୍ବଦେଶ ଗୁଣ ଗାଅ.....

1    6.9K 6

ହସକୁରି ଝିଅ

Others

ଅସ୍ତିତ୍ୱ ଅବୟବ ଶେଷକୁ ପୁଣି ହସିଦେଇଯାଏ ଏବେ ଏବେ କଲେଜ ଯାଉଥିବା ସେ ହସକୁରି ଝିଅଟା..

1    7.0K 7

ମୋକ୍ଷ

Others

ତୁମେ ମାନବତାର କଥାକୁହ ଅଥଚ ମୋକ୍ଷର ମୁର୍ଖତାରୁ ଉପରକୁ ଉଠିଆସୁ ଜୀବନ ମୋକ୍ଷ ହେଉ ସୀମା ଆଉ ମାହାଲର ନର୍କରୁ

1    7.0K 15

ରଜ

Others

ତମେ ମାଟିକୁ ମା କୁହ ମାଆକୁ ଈଶ୍ୱରୀ ପୁଣି ବାରଣ ନାରୀକୁ ଇଶ୍ୱରର ଆରାଧନା

1    6.6K 8

ଆକାଶ

Inspirational Others

ଆଞ୍ଜୁଳାଏ ଆକାଶ ର ପ୍ରତିବିମ୍ବ ଯେଉଁଠି ସବୁକିଛି ଏକାକାର ହେବ ତେଣିକି କେହି ନଥିବେ ଶତୃ ମିତ୍ର ଅବା ପର ଆପଣାର ......

1    6.7K 10

ଦେବତା

Others

ଏଣୁ ଦେବତା ର ନାହିଁ ବାସ ମନ୍ଦିରରେ ପଥର ବସିଛି ସେଠି ଭକତି ବିହୁନେ ଦେବତା ପାଷାଣ ଭକତ ଅଭାବ ଏଠି.......

1    6.8K 6

ଶୋଷ

Inspirational

ବିସ୍ତୀର୍ଣ୍ଣ ଆକାଶ ନିଶବ୍ଦ ନଈପଠା ଶ୍ରାବଣରେ କୁଳ ଲଂଘୁଥିବା ନଈ

1    13.9K 5

ଦିଗହୀନ  କବିତା

Others

ବୈଶାଖ ରେ ସେମିତି ହସୁଥିବା ସେ କୃଷ୍ଣଚୂଡ଼ା କଟାକ୍ଷ କରେ କି ତାତି କୁ ତଥାପି ବି ବୁଝିବାକୁ ବାକି ଥାଏ ତାତିର ଠିକଣ...

1    6.6K 9

ରାତି

Inspirational

ଫୁଲରେ , ତୁ କାହିଁକି ଖେଳୁ ରାତିର ସେ ନିର୍ଜନ ପହରେ.....

1    6.9K 12

ଲଙ୍ଗଳା ନା ନଙ୍ଗଳା

Others

ହେ ଈଶ୍ୱର ଦେବ ତ ଲଙ୍ଗଳା ମନଟାଏ ଦିଅ ସେ ଲଙ୍ଗଳା ଅବୟବ ରେ କେଉଁ ବଡ କଥାଟାଏ ଅଛି

1    6.9K 6

ପାଳଭୂତ

Inspirational

ତୁ ତ ଗୋଟେ ନିର୍ଜୀବ ପାଳଭୂତ ଦୁଃଖ ନାଇଁ ସୁଖ ନାଇଁ.....

1    7.1K 15

ଲାଫିଙ୍ଗ କ୍ଲବ

Inspirational Others

ଅନ୍ତତଃ ଜୀବନ ର ଶେଷ କ୍ଷଣରେ ଗଢିଦେଇ ଗୋଟାଏ ଗୋଟାଏ ଲାଫିଙ୍ଗ କ୍ଲବ ହେଉପଛେ ମୁହଁ ରେ ଲେପ ଦେଇ କୃତିମତା ର ହସ ।

1    13.4K 10

ନିର୍ବାସିତ ଫଗୁଣ

Inspirational Others

ଫଗୁଣ ର ଚିରକାଳ ନିର୍ବାସନ ଦଣ୍ଡ ଏ କଂକ୍ରିଟ ଉପତ୍ୟକା ରୁ ତେଣୁ ଫଗୁଣ ରେ କବିତା ଲେଖିବାର ଇଛା ମୋର ସିନା ଅଧାରହିଗଲ...

1    13.4K 4

ସେଇ ଝିଅ-୧

Others

ହସିଦେଲେ ସିଏ ଫୁଲ ଫୁଟିଯାଏ ରାଗିଲେ ବୈଶାଖ ଆସେ ମିଛରେ ମିଛରେ ରୁଷିଲେ ସେ ଝିଅ ଅଦିନ ଫଗୁଣ ଆସେ

1    7.1K 11

ସେଇ ଝିଅଟି

Others

ମନେପଡେ ବେଶୀ ସେଇଝିଅ ଆଜି କେମିତିକା ସ୍ମୃତି ତାର ନଥିଲି ତ କେବେ ନିଜର ମୁଁ ତାର ହେଲେ ଭାବିନି ତାକୁ ମୁଁ ପର ।

1    6.7K 6

ତମେ ଆଉ ମୁଁ-4

Others

ସପନେ ଯାଇଛ ଫେରି ପାହିଛି ଗୋ ରାତି ଯାଇଛ ଗୋ ସାଥୀ ସ୍ମୃତି ତ ଯାଇନି ସରି ।

1    6.5K 5

ତମେ ଆଉ ମୁଁ

Romance Abstract Others

ସେଇ ସ୍ଵପ୍ନ ବିଭୋର ଆଖି...

1    6.7K 2

ତମେ ଆଉ ମୁଁ-3

Abstract Others

ମୁଁ ହାରିଯାଇଥିବା ଅଜଣା ଯୁଦ୍ଧର କ୍ଷତାକ୍ତ ସୈନିକଟାଏ

1    6.6K 1

ତମେ ଆଉ ମୁଁ

Romance Abstract Others

ପ୍ରେମର ପ୍ରଥମ ସ୍ଫୁରଣ ଦେଖିଲି ଯା ‘ର ଆଖିରେ ମୁହିଁ...

1    7.2K 5

ତମେ ଆଉ ମୁଁ-2

Others

ମେଘରୁ ବଉଦଟିଏ ଫୁଟିବେନି ଫୁଲ ଉପବନେ କେବେ (ମୁଁ) ଚାହିଁଲେ ବି ତୁମ ପାଇଁ

1    6.9K 5

ତମେ ଆଉ ମୁଁ- ଚେନାଏ କବିତା

Romance Abstract Others

ଲୁହ ଝରେ ମରମରେ ନିଃସଙ୍ଗ ପଣରେ

1    6.4K 5

ତମେ ଆଉ ମୁଁ-1

Others

ଆସିବାର ପାଇଁ ବାର ବାର ଆସୁଥିଲା ସ୍ଵପ୍ନଟିଏ ହୋଇ ।

1    1.4K 6

ତୁମେ ଆଉ ମୁଁ

Abstract Others Romance

ଏବେ ଅଲୋଡା ଅସୁଖ ଲାଗେ ଏମିତି ଜୀବନେ...

1    6.3K 2

ତୁମେ ଆଉ ମୁଁ

Others

କେହିଜଣେ ପ୍ରଜାପତି ହେଲା ତୁମେ ରାତିଟାରେ ସ୍ଵପ୍ନ ହେଲ

1    6.4K 4

କଳାକାଚର ଝରକା

Inspirational Abstract Others

ମୋ ଆଖିରେ ଅନେକ ପ୍ରଶ୍ନର ଫୁଆର...

1    6.8K 4

ମନ ଦେଲେ ଥରେ

Others

ହସୁଥିଲେ ଜହ୍ନ ତାରା ହସୁଥିଲା କଇଁ କହୁଥିଲେ ମନ ଦେଲେ

1    13.5K 3

ପଥ କାହିଁ

Inspirational Tragedy

ବନ୍ଦୀ ହେଲି ମାୟା ପଥେ...

1    6.7K 4

ଚଙ୍ଗୁ ମଙ୍ଗୁ ଓ ଟିଙ୍ଗୁ

Tragedy Inspirational

ଚଙ୍ଗୁ ମଙ୍ଗୁ ଦିନେ ବିଚାର କଲେ ପିଜୁଳି ପାରିବେ ସେ ଖରାବେଳେ ଟିଙ୍ଗୁ ନିର୍ବୁଦ୍ଧିଆ କାହୁଁ ଜାଣିବ ଟେକି ଟୁକା ଦେଲେ ଗଛ...

1    13.4K 4

ଅପହୃତ ଶୈଶବ

Abstract Tragedy Inspirational

ଏବେ ଆଖି ଖୋଲ ଦେଖ ଥରେ ବଗିଚାର ଫୁଲ ମୁକ୍ତ ହେଉ ଶୈଶବ

1    6.8K 6

ଦ୍ଵିତୀୟ କୋଣାର୍କ

Inspirational

ହେ ପ୍ରିୟ କୋଣାର୍କ କେଉଁଠାରେ ଅଛି ତୋର ସେ ଶୀତଳ ଛାଇ

1    6.4K 3

ନାରୀ ଓ ସ୍ବଚ୍ଛତା

Inspirational

ଘର ଭିତରର ଅଳନ୍ଧୁ ଝାଡୁ ଝାଡୁ ସିଏ ଡେଇଁଛି ଏରୁଣ୍ଡି ବନ୍ଧ

1    1.2K 3

ତଥାପି ମୋ ଗାଁ ହସେ

Inspirational Fantasy

କୁମ୍ଭାର ଗଢୁନି ମାଟିର ସୁରେଇ କମାର ଗଢୁନି ଦାଆ

1    6.2K 5

ପୁଣି ବର୍ଷାରେ.........

Fantasy Others Romance

ଆଉ ଶ୍ରାବଣର ବରଷା ଛିଟାରେ ଚାହୁଁ ଚାହୁଁ ମନ ଚୋରି ହେବ ।

1    6.8K 4

ସ୍ଵେଚ୍ଛାଚାର ଓ ସ୍ଵାଧୀନତା

Others Abstract Inspirational

ସ୍ଵେଚ୍ଛାଚାର କୁ ସ୍ଵାଧୀନତା କହି,  ଶୃଙ୍ଖଳା ର ବନ୍ଧ ଡିଅଁ ନାହିଁ !

1    13.3K 7

ପ୍ରତିମା

Drama Others Inspirational

ପ୍ରତିମା କଣ ବୁଝିପାରେ ମନ କଥା ?

1    7.0K 3

ରାଜନୀତି

Drama Comedy

ଯେଉଁଠି ଦେବତା ରାଜନୀତିରୁ ବର୍ତ୍ତିବାକୁ ଡାକୁଛନ୍ତି ତ୍ରାହି ତ୍ରାହି ଚିତ୍କାର !

1    6.6K 2

ସ୍ଵାଧୀନତା

Others Inspirational Comedy

ଧନ ଧର୍ମର ଚକ୍ରବ୍ୟୁହ ଭେଦି ଭୁଲି ବଡକୁହାମାନଙ୍କର ବାହାସ୍ଫୋଟ କଥା ପରଖିବାକୁ ହେବ ସତ୍ୟ ଆଉ ମିଥ୍ୟା ପୁଣି ଆଉ ଥରେ ପୁନ...

1    19.6K 10

ନିରୁଦ୍ଦିଷ୍ଟ ଦେବତା

Abstract Inspirational

ଏଣିକି ଦେଉଥାଅ ନୈବଦ୍ୟ ମହାକୁଥାଉ ଚନ୍ଦନର ଗନ୍ଧ ବାଣ୍ଟୁ ଥାଅ ପାଉଣା ଥାପୁଡେଇ ହାତ ; ସିଏ ତ ଅଗୋଚରରେ ଯୋଗାଡରେ ଅଛି ମେ...

2    6.9K 8

ହେ ବର୍ଷା ଦେଇଯାଅ ସ୍ପର୍ଶ

Drama Inspirational

ପଲ୍ଲୀ ଜୀବନର ବର୍ଷାର ଗୀତ 

1    7.0K 6

ସଂସାର

Drama Comedy Inspirational

ଘର ସଂସାର କଥା

1    7.0K 6

ଅଳିଆ ଗଦାେର ସାବିତ୍ରୀ

Comedy Inspirational

ନାରୀର ଅକୁହା କଥା

1    6.5K 3

ନାଉରିଆ

Drama Inspirational

ଜୀବନ ଓ ଜୀବିକାର ଗୀତ

1    13.0K 4

ଏମିତି ଏ ଜୀବନ

Others Inspirational

ଏମିତି ଏ ଜୀବନ

1    6.5K 2

ଯଦି ତୁମେ ଆସିବ

Fantasy Romance

love by words

1    6.6K 4

ମୋ ଗାଁ

Others

ଗାଁ'ର ଅସଲି ଢାଞ୍ଚା 

2    6.5K 2

ମାମୁଁଘର

Others

the story and scenenery of village  "mamu ghara gaan"

1    13.2K 5

ଚାନ୍ଦ-କୁମୁଦ

Others

eternal love story of lilly and moon

1    13.7K 2

ବର୍ତ୍ତମାନ

Others

କିଏ ଜାଣେ କାଲି  ଝଡ ଆସିପାରେ କୃଷ୍ଣଚୂଡା ଝାଡିପାରେ ତା’ର ଫୁଲ ସବୁ ପ୍ରଜାପତି ଉଡିଯାଇପାରେ ମୋତେ ସେଇକ୍ଷଣି ବଞ୍ଚିବାକ...

1    13.8K 6