Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

2  

Dr Jharana Satapathy

Others

ତେଲ ଦୀପ

ତେଲ ଦୀପ

1 min
1.8K


ସେ ଭୁଲ କର ନାହିଁ ଆଉଥରେ ! ହସି ହସି ବେଦମ ହୋଇଗଲିଣି ।ଆଜି ଦେଖ କଣ ହେଲା ? ଆଜି ମୋର ଅସୁବିଧା ଲାଗି ପୂଜାଟିଏ କରିପାରିନି ବୋଲି ତୁମେ ଆଜି କଣ କଲ....... ? ହଇହୋ ତୁମେ ଜାଣିଛ ଆଜି ଶନିବାର। ତିରୁପତିଙ୍କୁ ମନାସି ତେଲ ଦୀପଟିଏ ଜାଳୁଛେ ତୁମେ ପଚାରିଲ ନାହିଁ ତେଲ କେଉଁଠାରେ ଅଛି ? ଠାକୁର ପୂଜାରେ ଆଜି ତେଲ ଵଦଳରେ ମହୁ ଦେଇ ଦୀପ ଜାଳୁଛ ! ଆଉ ଜଳିବ କିପରି ? ତୁମେ କହିଚାଲିଛ ଦୀପ ଜଳୁନି ........ଦିଆସିଲି ମାରି ଚାଲିଛ ଆଉ କହୁଛ ଜଳୁନି.......। ମତେ ପୁଣି କହୁଛ ତୁମେ ଦୀପ ଜାଳିକି ଦେଖୁନ । ସେପଟେ କହି ଚାଲିଛ କି ଅପମିଶ୍ରିତ ତେଲ ଵଜାରରେ ବିକ୍ରିକରୁଛନ୍ତି ଆଦୌ ଜଳୁନି । କିନ୍ତୁ ପ୍ରକୃତରେ ଭୁଲ କାହାର !

ଡକ୍ଟର ଝରଣା ଶତପଥି

ଭୁବନେଶ୍ବର


Rate this content
Log in