Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋର ଭାବନା କଣ ସତରେ ଭୁଲ?
ମୋର ଭାବନା କଣ ସତରେ ଭୁଲ?
★★★★★

© Chittaranjan Lenka

Others

1 Minutes   1.3K    0


Content Ranking

 

ବୁଝୁନ କେମିତି     ଭାଇ ଠାରୁ ବଡ

ଦୁନିଆଁରେ କିଛି ନାହିଁ

ଯିଏ ଏକା ବାପା   ମାଆର ଅଭାବ

ପୁରଣ କରି ପାରଇ

 

ଭାଇ ହେବା ପାଇଁ   ରକତ ନୁହଁଇ

ଅନ୍ତରର ଭାବ ବଡ

ଏ କଥା ବୁଝାଇ    କହିଲା ବେଳକୁ

       ଦେଉ ଅଛ ଗାଳି ମାଡ???

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)

ଭାବନା ଭାଇ ରକତ

Rate the content


Originality
Flow
Language
Cover design

Comments

Post


Some text some message..