Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

2  

Chittaranjan Lenka

Others

ମୋର ଭାବନା କଣ ସତରେ ଭୁଲ?

ମୋର ଭାବନା କଣ ସତରେ ଭୁଲ?

1 min
1.3K


 

ବୁଝୁନ କେମିତି     ଭାଇ ଠାରୁ ବଡ

ଦୁନିଆଁରେ କିଛି ନାହିଁ

ଯିଏ ଏକା ବାପା   ମାଆର ଅଭାବ

ପୁରଣ କରି ପାରଇ

 

ଭାଇ ହେବା ପାଇଁ   ରକତ ନୁହଁଇ

ଅନ୍ତରର ଭାବ ବଡ

ଏ କଥା ବୁଝାଇ    କହିଲା ବେଳକୁ

       ଦେଉ ଅଛ ଗାଳି ମାଡ???

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in