STORYMIRROR

CHARUBALA PADHI

Others

3  

CHARUBALA PADHI

Others

ଦରଭଙ୍ଗା ଜୀବନ

ଦରଭଙ୍ଗା ଜୀବନ

1 min
365

ଏଇ ଦୁନିଆ ଭିଡର କୋଳାହଳ ଭିତରେ

ହଜେଇଦେଇଛି ମୋ ଅସ୍ତିତ୍ବ,

ଭୁଲିଛି ମୁଁ ମୋ ପ୍ରକୃତ ପରିଚୟ,

ଖାଲି ଛନ୍ଦି ହେଇଯାଇଛି ମୋ ଜୀବନ

କେତେଟା ମିଛ ମାୟା ସମ୍ପର୍କର ରଜ୍ଜୁରେ ।


ଦିନକୁ ଦିନ ସତେ ଯେପରି ଅସହାୟ ଓ ଅଣନିଃଶ୍ବାସୀ

ହେଇଯାଉଛି ମୁଁ,

ତଥାପି ପୁଣି ହଜି ଖୋଜୁଛି

ହଜାଇଥିବା ମୋର ସେହି ପରିଚୟକୁ,

ସଜାଡିବାକୁ ଚେଷ୍ଟା କରୁଛି,

ମୋ ଦରଭଙ୍ଗା ଜୀବନର ଅଡ଼ୁଆ ଖିଅକୁ ।



Rate this content
Log in