Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ଚକାଆଖି

ଚକାଆଖି

1 min
216


ଆଖିରେ ଆଖିଏ ଲୁହ ଧରିକରି

ଯାଇଥିଲି ତୋର ପାଶେ

ଚକା ଆଖିରେ ଆଖି ମିଶିଗଲା

ହୃଦୟ ମୋହର ଆନନ୍ଦ ଲଭିଲା

ଲୁହ ମୋର ସବୁ ଧୋଇ ହୋଇଗଲା

ଆନନ୍ଦର ଅଶ୍ରୁ ଖାଲି ବୋହିଗଲା

ମନ ମୋହର ଆନନ୍ଦ ଲଭିଲା

ଆଶାର ନୂଆ କିରଣ ଦିଶିଲା

ମୋ ମୁହଁରେ ହସ ଫୁଟିଗଲା

ଜୀବନର ଦୁଃଖ ସବୁ ଚାଲିଗଲା l



Rate this content
Log in