Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ପରିଚୟ

ପରିଚୟ

1 min
6.9K



ସୁଷ୍ମିତା ମିଶ୍ର


ନିଜେ ମୁଁ ନିଜର ପ୍ରତିଦ୍ୱନ୍ଦି ପୁଣି , ନିଜେ ନିଜ ବ୍ୟତିକ୍ରମ ,

ନିଜେ ହିଁ ନିଜର ବାଧା ବନ୍ଧନ , ପୁଣି ନିଜ ମୁକ୍ତି ଧାମ ।୧ ।

ମୁଁ ମୋର ବାଟ ଖୋଜିଖୋଜି ଚାଲେ , ନପାଇ ଢିଅରେ ବାଟ ,

ଅନ୍ୟ କାହା ବାଟ କାଟେ ନାହିଁ କେବେ , ମାଡେନା ପରର ତୁଠ ।୨ ।

ନିଜର ଆଗକୁ ଯିବାକୁ ନିଜକୁ , କରୁଥାଏ ଅତିକ୍ରମ ,

କାହା ସାଙ୍ଗେ ମୋର ତୁଳନା ନାଇଁ , ମୁଁ ନିଜକୁ ଅତୁଳନୀୟ ।୩ ।

କାଲି ଠାରୁ କେବେ ଆଗରେ ଅଛିତ , ଆଜି ମୋର ପରିଚୟ ,

କାହାରି ନାଆରେ ଠିକଣା ନୁହେଁ , ମୁଁ ନିଜେ ନିଜ ସର୍ବ ନାମ ।୪ ।


Rate this content
Log in