Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଏମିତି ପଦେ ଅନାବନା
ଏମିତି ପଦେ ଅନାବନା
★★★★★

© Sasmita Acharya

Others

1 Minutes   6.2K    2


Content Ranking

ପାପୁଲିଏ ସୁଖ ମାଗିଲି ତୁମକୁ

ତୁମେ ତ ବୁଝିଲ ନାହିଁ

ଦୂରେ ଗଲା ପରେ କେମିତି କହୁଛ

ଏକା ଛାଡି ଗଲୁ କାହିଁ ||

ମୋ ପାଖରେ ଯଦି ଥାଆନ୍ତା ବିକଳ୍ପ

ଫେରି ମୁଁ ଆସନ୍ତି ଏବେ

ଅଫେରା ପଥର ପଥିକ ମୁଁ ସାଥୀ

ଆଉ ଫେରିବିନି କେବେ ||

ବୁଝାଇ ଦିଅ ଗୋ ଅବୁଝା ମନକୁ

ଆଉ ଫେରି ଚାହଁ ନାହିଁ

ଫେରି ଚାହିଁ ଦୁଃଖ ନ ପାଅ ସାଥୀ ଗୋ

ଲାଭ ଆଉ କିଛି ନାହିଁ ||

ପଥିକ ବିକଳ୍ପ ମନକୁ

Rate the content


Originality
Flow
Language
Cover design

Comments

Post

Some text some message..