Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

2  

Chittaranjan Lenka

Others

ମହାଜ୍ଞାନୀ

ମହାଜ୍ଞାନୀ

1 min
1.1K


କିଛି ବି ନ ଜାଣି    ମହାଜ୍ଞାନୀ ବୋଲି

କହନ୍ତି ଅନେକ ଜନ

ଜ୍ଞାନୀ ହୋଇ ସୁଦ୍ଧା    କହେ ଜ୍ଞାନ ନାହିଁ

ଦେଖିଛ କି ବନ୍ଧୁଗଣ?

 

ମହାଜ୍ଞାନ ଥାଇ      ଜାଣି ନ ପାରଇ

ନିଜେ କେତେ ବଡ ଗୁଣୀ

ମୋ ମନ କହଇ      ସିଏ ଏକା ଭାଇ

ସର୍ବଶ୍ରେଷ୍ଠ ମହାଜ୍ଞାନୀ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in