Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ପଡ଼ୋଶୀ ରିପୁ ଦେଶ

ପଡ଼ୋଶୀ ରିପୁ ଦେଶ

1 min
428


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ପଡ଼ୋଶୀ ରିପୁ ଦେଶ ବହଉଛି ଆମ ଦେଶଭକ୍ତ ରକ୍ଷକଙ୍କ ରକ୍ତ-ନଦୀ,

ବହୁ ଶୀଘ୍ର ବନ୍ଦ କରା ଯାଉ କାଶ୍ମୀର ରୁ ସିନ୍ଧୁ ଝେଲମ ନଦୀ ଉପନଦୀ,

ଅଦୃଶ୍ୟ ଜଳ ପ୍ରବାହ ଭାଙ୍ଗିବ ଯାହାର ଦୈନନ୍ଦିନ ଜୀବନ ଯାପନ ର ପୁନାଦି,

ନିଜ ଦୁଷ୍କର୍ମ ର ପରିଣାମ ମନେ ରଖିବେ ଅନେକ ଅନେକ ଶତାବ୍ଦୀ |୧|


ପ୍ରତିବେଶୀ ପ୍ରତିଦ୍ୱନ୍ଦୀ ପ୍ରଦେଶ ଅବିରାମ କରିଚାଲିଛି ପ୍ରତାରଣା,

ଧର୍ମ ଛଳନା ରେ ଅସହନୀୟ ହୋଇସାରିଛି ଭାରତୀୟଙ୍କ ଯନ୍ତ୍ରଣା,

କରିବାକୁ ହେବ ପ୍ରତିବାସୀ ପ୍ରାନ୍ତ ପ୍ରତି ଯଥାଶୀଘ୍ର ଯୁଦ୍ଧ ର ଘୋଷଣା,

ପ୍ରତିଶୋଧ ପାଇଁ ଆଉ କରି ହେବନି ସାକ୍ଷୀ ଶ୍ୱେତପତ୍ର ର ଗବେଷଣା |୨|


ବହୁତ କରି ସାରିଲୁଣି ସମୀକ୍ଷା,

ବହୁତ ଦେଇସାରିଛୁ ନୀତି-ଶିକ୍ଷା,

ସହନଶକ୍ତି ର ଦେଇସାରିଛୁ ପରୀକ୍ଷା,

ପ୍ରତ୍ୟାକ୍ରମଣ ହେତୁ କରିହେବନି ପ୍ରତୀକ୍ଷା |୩|


Rate this content
Log in