STORYMIRROR

Ghanashyam Biswal

Others

3  

Ghanashyam Biswal

Others

ଆହେ ଦୟାମୟ

ଆହେ ଦୟାମୟ

1 min
414

ଆହେ ଦୟାମୟ ବଡ଼ ଠାକୁର

ତୁମ ଚରଣରେ କୋଟି ଜୁହାର l

ମୋତେ ନ ଶିଖାଅ ହିଂସା, ଅନ୍ୟାୟ

ଦିଅ ଶୁଭ ବୁଦ୍ଧି ହୋଇ ସହାୟ l

ଦୁଃଖୀ, ଦରିଦ୍ରଜନଙ୍କ ସେବାରେ

ଦିନ ସରୁ ତାଙ୍କ ଦୁଃଖ ସୁଖରେ l

ଲୋଡ଼ା ନାହିଁ ମୋ କୁବେର ଭଣ୍ଡାର

ଦିଅ ବଞ୍ଚିବାକୁ ମୁଠେ ଆହାର l

ଦିଅ ହୃଦୟେ ସେନେହ ମମତା

ଶୁଣ ଆହେ ମୋ ଜଗତ କରତା l



Rate this content
Log in