Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

2  

Akshayakumar Dash

Others

ଧଳାହାତୀ

ଧଳାହାତୀ

1 min
430


ଏବେ ହାତୀପଲ୍ଲ

ପଶି ଆସୁଛନ୍ତି

ଗାଁଗଣ୍ଡାକୁ,

ଭାଙ୍ଗିଦେଉଛନ୍ତି

ଗ୍ରାମ୍ୟ ସୁଖ

ଜୀବନକୁ।

ଭୟ ଲାଗିଲେ ବି

ଭକ୍ତି ଏଥିପାଇଁ

ମାଲକ୍ଷୀମ୍ କଂ ବାହନ ,

ପୂଜା କଲେ କାଳେ

ବଦଳିଯିବ ,

ଝାଟିମାଟି ଘର

ବିଜୁଳି ଜଳିବ ତ

ମାଗଣା ଚାଉଳ ମିଳିବ।

ପୁଣି ଧଳାହାତୀ

ଯୋଗପାଗରେ

ଦର୍ଶନ ଦିଅନ୍ତି ।


Rate this content
Log in