Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

2  

Santosh Pattnayak

Others

ନିଃସ୍ୱାର୍ଥ ଘୃତକୁ ଢାଳି ****

ନିଃସ୍ୱାର୍ଥ ଘୃତକୁ ଢାଳି ****

1 min
6.8K


ନିଃସ୍ୱାର୍ଥ ଘୃତକୁ ଢାଳି....

******

କ୍ଳାନ୍ତ ଅବଶେ ଅଧୀର ହେଇ

ଫେରିଲେ ବିହଙ୍ଗ ଦଳେ

ନୀଡ ଶାବକେ ଆସି ଝଟକେ

ଆଉଜିଲେ ମାଆକୋଳେ.....


ନିଃସ୍ୱାର୍ଥ ଘୃତକୁ ଢାଳି....

ସିନ୍ଧୁଜେମା ପ୍ରାଣ ଆଳତି ଘେନିଲେ

ବସି ରତ୍ନ ସିଂହାସନେ

ହାତେ ସଞ୍ଜ ଧରି ହରଷେ ଉତ୍କଳୀ

ଶୁଭ ମନାସଇ ମନେ.....


ଦେବାଳୟୁ ଶୁଭେ ଓଁ-କାର ଶବଦ

ଭକ୍ତିରେ ମଜ୍ଜଇ ମନ

ସୂରୁଜ ଶୋଇଲେ ରାତି ବିଛଣାରେ

ଉଇଁଲା ଆକାଶେ ଜହ୍ନ....


ସର୍ବଜନ ହିତ ଚିନ୍ତି ମନେ ଶଶୀ

ରୋଷଣୀ ଦେଲେଣି ଢାଳି

ଆସହେବା ସର୍ବେ ଦିଘଡି ଦୀପାଳି

ନିଃସ୍ୱାର୍ଥ ଘୃତକୁ ଢାଳି,

ହିଂସା-ଦ୍ବେଷ ଦେବା ଜାଳି....


Rate this content
Log in