Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Others

2  

Banali Dash

Others

ମୋ' ଝିଅ'

ମୋ' ଝିଅ'

1 min
256



ଜନମିନୁ ସିନା ଗରଭୁ ମୋହର'

ଝିଅ' ବୋଲି ସଦା ଭାଳେ,

ପୁଅ କଢ଼େଇ ତୁ ମାଆ' ଲାଗି ମୋର',

ତେଣୁ ତୋ' ସ୍ଥାନ ଉଚ୍ଚ ରେ।

ସମସ୍ତ ଙ୍କୁ ସଦା ଦେଉଥାଉ ସୁଖ,

ତୋ' ସାଧ୍ୟ ମୁତାବକ

ଅମୂଲ ମୂଲ ତୁ' ଜାଣିଥା' ଝିଅ',

ଦେଇଛୁ ପରସି ସୁଖ।

ଦେଇପାରିନାହିଁ କିଛି ଆଜିଯାଏଁ,

ତୋ' ସୁନା ମନ କୁ ଜାଣି

ଆଗକୁ ବି କିଛି ପାରିବି କି ଦେଇ,

ନିଜେ ନିଜେ ହୁଏ ଗୁଣି।

କେତେ ଲାଗିଥାଉ ମନ ପ୍ରାଣ ଢାଳି

ଆମେ ଟିକେ ହସୁଁ ବୋଲି,

ଜନମ ଦିନେ ତୋ' ମାଗୁଣି ଏତିକି

ସୁଖ ବଇଭବ ତୁ' ଲଭେ।




Rate this content
Log in