Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୨୮୭

ଜୀବନ ଗୀତା-୨୮୭

1 min
171


ଜୀବନରେ ସ୍ୱପ୍ନ ଅଛି

ସ୍ୱପ୍ନଭଙ୍ଗ ଅଛି

ଜୀବନରେ ହସ ଅଛି

ବିଷାଦ ବି ଅଛି ॥୦॥

ଜୀବନରେ ସପନ ଦେଖିବା

ମନାନାହିଁ

ଖୋଲା ଆଖିରେକି ଆଖି ବୁଜି

ମନାନାହିଁ

ସପନରେ ସତ ଅଛି

ନିଶ୍ଚେ କିଛିକିଛି ॥୧॥

ଜୀବନରେ ସପନ ଭାଙ୍ଗିବା

ସାଧାରଣ

ସପନରେ ଜୀବନ ବଞ୍ଚିବା

ଅକାରଣ

ସପନକୁ ସତ ଭାବି

ହୁଏନାହିଁ ବଞ୍ଚି ॥୨॥


Rate this content
Log in