Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Others

2  

Sasmita Acharya

Others

ତଥାପି ମୁଁ ତୁମର

ତଥାପି ମୁଁ ତୁମର

1 min
6.9K


ତୁମେ ରହିପାର

ମୋ ଠାରୁ

ସହସ୍ର ଯୋଜନ ଦୂରରେ

ତଥାପି ମୁଁ ତୁମର

ରହିଥାଏ ତୁମ ପ୍ରତୀକ୍ଷାରେ

କୁମୁଦ ଠୁଁ କୁମୁଦିନୀ ଯେସନେ

କେବେ ରହିପାରେ କି ସେ ଦୂରେ……

ପ୍ରେମର ବନ୍ଧନେ ଯେବେ

ବାନ୍ଧିଲି ହେ ପ୍ରିୟତମ

ଜଣେନା ମୁଁ କେବେ

ଦେଇଦେଲି ହୃଦୟ ଓ ମନ

ଦୂରେ ଥାଇ ଲାଗେ ମୋତେ

ମୁଁ ତୁମ ହୃଦୟର ଅତି ନିକଟରେ……||


Rate this content
Log in