Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ଶିଶିର ପ୍ରଭାତ

ଶିଶିର ପ୍ରଭାତ

1 min
265



ଶୀତ ରାତି ଯେ ଥରି ଥରିକି କଟିଗଲା,

ଅଥୟ ସହ ସକାଳର ଅପେକ୍ଷା ହେଲା,

ନଭରେ ଉଷୁମ ସୂର୍ଯ୍ୟର ଦର୍ଶନ ହେଲା,

ସୁନା ରଶ୍ମି ଦେହକୁ ବହୁତ ଭଲ ଲାଗିଲା |୧|


କୁଆଁତାରା ଚକମକ ଚମକୁଥିଲା,

ଚନ୍ଦ୍ରବିମ୍ବ ଯିବା ପାଇଁ ପ୍ରସ୍ତୁତ ଥିଲା,

ଚାରିପଟେ କୁହୁଳିକା ଯେ ଦିଶୁଥିଲା,

ଗଛପତ୍ରରେ ହିମବିନ୍ଦୁ ସୁନ୍ଦର ଥିଲା |୨|


ଘନୀଭୂତ ଶୀତରେ ଆକର୍ଷକ ଲାଗେ ଶୁକ୍ଳ ହିମ,

ଗୋଲକ କରି ପରସ୍ପର ଖେଳିବା ମଜାର କାମ,

ଦେହ କାଟୁଥିବା ପବନରୁ ଛାଡ଼ନ୍ତି ସମସ୍ତେ କାମ,

ଶିଶିର ପ୍ରଭାତରେ ଜନ ନିଅନ୍ତି ଗରମ ଚାହାର ନାମ |୩|


Rate this content
Log in