Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

3  

Neelima Nivedita Behera

Others

ପ୍ରେମ !

ପ୍ରେମ !

1 min
13.6K


ସଞ୍ଜୀବନି ମନ୍ତ୍ର ଅଛି,
କିନ୍ତୁ ଏଠି ଅମରତ୍ୱ କାହିଁ?
ଗୀତ ଅଛି, ଗାୟକ ବି
ହେଲେ ରାଗ ଜଣା ନାହିଁ ।

ପ୍ରେମ...! ପ୍ରେମ...! ପ୍ରେମ...!
ପ୍ରେମିକର ଠିକଣା ବି
ପଚାରି ବୁଝିଲି
ହେଲେ କହିପାରିଲେନି କେହି.. ।

ବନ, ଗିରି, ଆକାଶ; ମାଟି, ପାଣି, ପ୍ରକାଶ;
ପବନର ତାଳେ ତାଳେ
ପ୍ରେମ କାଳେ ତା’ର ସୁବାସକୁ ଢାଳେ
କିଏ ତାକୁ ପାପ କୁହେ
ଆଉ କିଏ..
ଜନ୍ମ ଜନ୍ମାନ୍ତରୁ ପ୍ରତୀକ୍ଷାରତ
ରହିଥାଏ ଚାତକ ପ୍ରାୟ ଚାହିଁ !!!

#ନୀଳିମା ନିବେଦିତା 


Rate this content
Log in