Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରେମ !
ପ୍ରେମ !
★★★★★

© Neelima Nivedita Behera

Others

1 Minutes   13.5K    5


Content Ranking

ସଞ୍ଜୀବନି ମନ୍ତ୍ର ଅଛି,
କିନ୍ତୁ ଏଠି ଅମରତ୍ୱ କାହିଁ?
ଗୀତ ଅଛି, ଗାୟକ ବି
ହେଲେ ରାଗ ଜଣା ନାହିଁ ।

ପ୍ରେମ...! ପ୍ରେମ...! ପ୍ରେମ...!
ପ୍ରେମିକର ଠିକଣା ବି
ପଚାରି ବୁଝିଲି
ହେଲେ କହିପାରିଲେନି କେହି.. ।

ବନ, ଗିରି, ଆକାଶ; ମାଟି, ପାଣି, ପ୍ରକାଶ;
ପବନର ତାଳେ ତାଳେ
ପ୍ରେମ କାଳେ ତା’ର ସୁବାସକୁ ଢାଳେ
କିଏ ତାକୁ ପାପ କୁହେ
ଆଉ କିଏ..
ଜନ୍ମ ଜନ୍ମାନ୍ତରୁ ପ୍ରତୀକ୍ଷାରତ
ରହିଥାଏ ଚାତକ ପ୍ରାୟ ଚାହିଁ !!!

#ନୀଳିମା ନିବେଦିତା 

ପ୍ରେମ !

Rate the content


Originality
Flow
Language
Cover design

Comments

Post


Some text some message..