ସାରଥୀ
ସାରଥୀ
1 min
1.2K
କାଳିଆ ଯାହାର ରଥର ସାରଥୀ
ତାକୁ କିଏ ଡରାଇବ
ଯିଏ ଯେଉଁ ପଟୁ ଯେତେ ତୀର ମାରୁ
ଫୁଲ ଶର ହୋଇଯିବ
ଗଣ୍ଠି ଧନ ତାକୁ ରଖିଥାରେ କରି
ସେ ବି ତୋତେ ନ ଛାଡିବ
ତୋ ଜୀବନ ରଥ ଅତି ସହଜରେ
ଆଗକୁ ମାଡି ଚାଲିବ
ଚିତ୍ତ ରଞ୍ଜନ ଲେଙ୍କା (କଟକ)