ଯଥାତଥା
ଯଥାତଥା
1 min
6.7K
ଯଥାତଥା
ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ,
ସି ଅର ସି ସି ଚିକିଟି ଗଡ଼
ଗୁଲୁ ଗେଲୁ ମାଆ ଦୁଇ ପଡୋଶୀ
ଗପୁ ଥିଲେ ବସି ଦୁହେଁ ଏକାଠି ।
ସହସା ଉଠିଲେ ଗୁଲୁ ମା ସେଠୁ
ଗେଲୁ ବାପା ଯେବେ ଖୋଲିଲେ ଟି ଭି ।।
କ'ଣ କରିବା ସମ୍ବାଦ ଖୋଲିଲେ
ଅଧିକାଂଶ ଖାଲି ଜଳ ବିବାଦ ।
ଆମେ ଭଡାଟିଆ ତୁମରି
ରାଜ୍ୟେ ସମ୍ପର୍କ ସାଜିଛି ନଦୀର ବନ୍ଧ ।।
ପ୍ରତିନିଧି ଯଦି ମାନ ବୁଝନ୍ତେ
ସମ୍ପର୍କ ହୁଅନ୍ତା ବେଶ ମଧୁର ।
ମାଟି ପାଣି ବାୟୁ ତରୁ କେବେ କି
ହୁଅନ୍ତି କାହାର ଆପଣା ପର ।।
ଦିଅନ୍ତି ବୋଲି ସ�