Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ହଜିଛି ଶରତ

ହଜିଛି ଶରତ

1 min
6.9K



ଶରତ ହଜିଛି ମରତରେ ଆଜି

କାନ୍ଦୁଛି ପ୍ରକୃତି ରାଣୀ

ବାରିଦ ଅକାଳେ ଝରୁଛି ମୂଷଳେ

ସତ୍ୟ ଯେ ମାଳିକା ବାଣୀ ।।

ସମାଜରେ ଆଜ ହଜିଛି ମଉଜ

ନାହିଁ ଵି ସେବର ଶାନ୍ତି

ରୁଗ୍ଣ ଚିନ୍ତାଧାରା ନାହିଁ ଭାଇଚାରା

ନାହିଁ ପରିବାରେ ପ୍ରୀତି ।।

ଘୋର କଳିକାଳେ ପର ଅମଙ୍ଗଳେ

ସର୍ବେ ଦେଉଛନ୍ତି ଝାସ

ଦେଶର ବିକାଶେ ନ କରି ପ୍ରୟାସେ

ସ୍ୱାର୍ଥ ଖୋଜେ ଏ ମଣିଷ ।।

ଗାଁରୁ ସହର ଯୁବରୁ ସ୍ଥବିର

ନିଜ ସଂସ୍କୃତିକୁ ଭୁଲି

ଅପସଂସ୍କୃତିର କରନ୍ତି ପ୍ରଚାର

ମାନବପଣିଆ ଜାଳି ।।

ହେ ସିଂହବାହିନୀ ଦୁର୍ଗତିନାଶିନୀ

ଅଵତରି ଧରାଧାମେ

ଢାଳିଦିଅ କୃପା ସ୍ନେହ ଓ ସଦିଚ୍ଛା

ଧ୍ବଜା ଉଡୁ ତୁମ୍ଭ ନାମେ ।।


Rate this content
Log in