Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayanta Janapriya Mahakur

Others

3  

Jayanta Janapriya Mahakur

Others

ରେ ରେ ପାପୀ ମନୁଷ୍ୟ

ରେ ରେ ପାପୀ ମନୁଷ୍ୟ

1 min
117


   

ରେ ରେ ପାପୀ ମନୁଷ୍ୟ

ଦେଖିବୁ ତୁ ତୋର ସର୍ବନାଶ ର ଦୃଶ୍ୟ ।

କଳିର ଅନ୍ଧକାରେ ଯେତେକରିଛୁ ପାପ

ନିଶ୍ଚୟ ମିଳିବ ତାର ଅଭିଶାପ ।।୧।।


ଗଣି ଗଣି ଯେତେ କରିଛୁ କୁକର୍ମ

କର୍ମ ଦାଣ୍ଡେ ସବୁ ଦେଖୁଅଛି ଧର୍ମ।

କରୁଅଛୁ ଯେତେ ଗର୍ବ ଅହଙ୍କାର

ନିମିଷେ ମାତ୍ରକେ ହେବ ସବୁ ଖାର।।୨।।

ଭଲକୁ ମନ୍ଦ କରି ଯେତେ ସବୁ

ପାପ କରିଅଛୁ ରେ ମଣିଷ

ଦିନ ଆସିବ ଯେବେ ହେବ

ତୋର ସମୂଳେ ବିନାଶ ।।୩।।



ପ୍ରତିମୂହୂର୍ତ୍ତରେ କରି ବିଶ୍ବାସଘାତକତା

ତୋର କଥାରେ ପୁଣି କେଉଁ ସତ୍ୟତା

କି ନିର୍ଲଜ ଅଟେ ତୋର ଆତ୍ମା

ନିଜକୁ ବୋଲାଉ ପୁଣି ଧର୍ମାତ୍ମା ।।୪।।

ରେ ରେ ପାପୀ ମନୁଷ୍ୟ

ଦେଖିବୁ ତୁ ତୋର ସର୍ବନାଶର ଦୃଶ୍ୟ‌ ।।



Rate this content
Log in