STORYMIRROR

Ghanashyam Biswal

Others

2  

Ghanashyam Biswal

Others

ବାଜେକଥା

ବାଜେକଥା

1 min
238

ହେବି ମୁଁ ଅଵିଵେକୀ

ଆଉ ପାଇବି ପଛେ ଫାଶୀଦଣ୍ଡ

ମାରିବି ନେଇ ପ୍ରତିଶୋଧ

ଜାଣିନକି ନାହାନ୍ତି ମୋ ପ୍ରତିଦ୍ବନ୍ଦୀ ଦୁନିଆଯାକରେ

ପାଠ ପଢିନାହିଁ ବୋଲି

କ'ଣ ପାଠ ପଢ଼େଇ ବି ପାରିବିନି

ମିଛ ସାକ୍ଷ୍ୟ ଦେଇ ଦଶ ଲକ୍ଷ ପାଇ

ଅକାଳେ ମାରିଲେ କ'ଣ ହେଲା

ମୋ ସ୍ତ୍ରୀ ଗହଣା କିଣିବ ଓ ତା ପ୍ରେମିକକୁ ନେଇ

ନୂଆ ସପନ ଦେଖିବ

ବାପା କେବେ ମରିବେ ଯେ

ତାଙ୍କ ଇନ୍ସୁରାନ୍ସ ପଇସା ମିଳିବ?

ସତରେ କୁଆଁରୀ ମା ର ଅନୁଭବ ବେଶ ନିଆରା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍