Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

4.7  

Writer Roja Panda

Others

ସ୍ୱାମୀ

ସ୍ୱାମୀ

1 min
346



ସ୍ୱାମୀ ଶ୍ରେଷ୍ଠ ଧର୍ମ

ସ୍ୱାମୀ ଶ୍ରେଷ୍ଠ କର୍ମ

ସ୍ୱାମୀ ପାଇଁ ପୂଜା ସାବିତ୍ରୀ 

ସ୍ୱାମୀ ସେବା କରି ଧର୍ମ ପାଳୁଥିଲେ

ଖୁସି ହୁଏ ମାଆ ଧରିତ୍ରୀ ।


ସ୍ୱାମୀ ଭକ୍ତି ଠାରୁ ନାହିଁ ଶ୍ରେଷ୍ଠ କିଛି

ଦୁନିଆରେ ସ୍ୱାମୀ ବଡ

ତାଙ୍କ ପାଦ ଧୂଳି ମସ୍ତକେ ବୋଳିଲେ

ମିଳେ କୋଟି ପୂର୍ଣ୍ଣ ଫଳ ।


ସ୍ୱାମୀ ସୁଖେ ସୁଖୀ,ସ୍ୱାମୀ ଦୁଃଖେ ଦୁଃଖୀ

ହେଇ ଚଳୁଥିଲେ ନିତ୍ୟ 

ମିଳେ ସୌଭାଗ୍ୟ ଅଖଣ୍ଡ ଆଶିଷ

ଏକଥା ନିରାଟ ସତ୍ୟ ।


ବିବାହିତା ନାରୀ ପାଇଁ ସ୍ୱାମୀ ବଡ

ସକଳ ଦେବତା ଠାରୁ 

ସଦା ଚାହେଁ ନାରୀ ସ୍ୱାମୀ କୋଳେ ତାର

ଜୀବନ ଆୟୁଷ ସରୁ ।।


Rate this content
Log in