Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

3  

Akshayakumar Dash

Others

ଭୁରସୁଗଂ-ତୋଟା ୧୧

ଭୁରସୁଗଂ-ତୋଟା ୧୧

1 min
220


ଭୁରସୁଗଂ ଚାରା ଆଣି

ପୋତିିିଦେଇ ଦେଲି ପାଣି।

ଅଳପ ମାାସରେ ଗଛ

ନକରିିିଲା ମତେ ପଛ।

କଅଁଁଳିଲା ଡାଇ ପତ୍ର

ବଢୁଥିଲା ଧରି ଛତ୍ର ।

ଦେଖିଲେ ପଡ଼ିସାା ଜନ

ପତ୍ର ତୋଳିବାକୁ ମନ ।

ଲାଗିବଟି କିିିସ କାମେ?

ତୋଳିିି ନେଉଯାଉ ଆମେ ।

ଯଦି ଆମ ପାଇଁ ଲୋଡ଼ା

ଲଗାଇବା ନାହିଁ ଥୋଡା ।

ପୋଥିରେ ପତର ଗୁଣ

ଜାଣିବାକୁ କହେ ଶୁୁୁଣ ।

ମଧୁମେହ ରୋଗ ପାଇଁ

ବାଟି ନିତି ଦେବା ଖାଇ ।

ନଧିବ ରୋଗକୁ ଭୟ

ବହୁମୂତ୍ର ପରାଯୟ ।

ସୁବାସ ଏଥିରେ ଭରା

ଇନ୍ସଲୀନି ଅଛି ପରା ।

ଦହି ବାଇଗଣ ପାଇଁ

ଭୁସୁଗଂ ସୁୁୁଆଦ କାହିଁଁ ?

ଆମପାଇଁ ଲୋଡା କେତେ ?

ଲଗାଇପାରିବା ଯେତେ ।

ବାରତା -----ପ୍ରାକୁତିିିକ ଇନ୍ସଲୀନ ଭୁୁୁୁସୁଗଂ

ଅକ୍ଷୟ କୁମାର ଦାଶ ଜାରକା


Rate this content
Log in