Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

2  

Sukanti Hotta

Others

ଉପହାର

ଉପହାର

1 min
819


ଆଜି ତୋର ଜନ୍ମଦିନ ଭଉଣୀଲୋ
ଆଜି ତୋର ଜନ୍ମଦିନ
କି ଉପହାର ଦେବୁ ତୋତେ ଆମେ
ତୁ ଅଟୁ ଅମୁଲ ଧନ l

ରୂପବତୀ ତୁ ଗୁଣବତୀ ଅଟୁ
ଦୟାର ଗନ୍ତାଘର
ସ୍ନେହ, ପ୍ରେମ, କ୍ଷମା ସବୁ ସୁଗୁଣ
ତୋ ହୃଦେ ଭରପୁର l

ପଦ୍ମପରି ପରା ସଦା ସତେଜ ତୁ
ସଭିଙ୍କର ଗଳା ହାର
ସର୍ଵ ଦେବଦେବୀ ଆଶିଷ ଦିଅନ୍ତୁ
ସଦାସୁହାଗିନୀ ରହ l

ଲକ୍ଷ୍ମୀ, ସରସ୍ବତୀ ପାର୍ବତୀ ମାଆଙ୍କ
ଆଶୀର୍ବାଦ ସଦା ପାଅ l

ତୋର ଚଲାପଥ କୁସୁମିତ ହେଉ
ସୁଖ ଶାନ୍ତି ଭରା ପରିବାର ରହୁ
ପ୍ରଭୁ ପଦତଳେ ଏତିକି ବିନତି
ସଦା ଆରୋଗ୍ୟ ରହ l

ସୁକାନ୍ତି ହୋତା
ତାଳଚେର


Rate this content
Log in