STORYMIRROR

Ashis Kumar Swain

Others

4  

Ashis Kumar Swain

Others

କଲମ

କଲମ

1 min
476

ବେଦପତି ବ୍ରହ୍ମା କେକି ପରକୁ କରି କଲମ

ବେଦବ୍ୟାସେ ବେଦ ଲେଖିଲେ କହେ ହିନ୍ଦୁ ଧରମ ।

ସେକାଳର ଲୁହା ଲେଖନୀ ଏବେ ହେଲା କଲମ

ପର ଉପକାର ସେବାରେ ହୋଇଅଛି ଜନମ ।

ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ତୁହି ସଭିଙ୍କ ପାଶେ

ନାନା ରଙ୍ଗ ନେଇ ପକେଟେ ଝୁଲି ସୁନ୍ଦର ଦିଶେ ।

ଲେଖା ଦେଖିଦେଲେ ସନ୍ଦେହ ହୁଏ ମନରୁ ହର

କେଡେ ଶକ୍ତିଶାଳୀ ଦିଧାଡି ଲେଖା କଲମ ତୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍