Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ବୀରେଣ୍ୟ ବୀର ଯୋଦ୍ଧାଙ୍କ ବୀରଣୟ

ବୀରେଣ୍ୟ ବୀର ଯୋଦ୍ଧାଙ୍କ ବୀରଣୟ

1 min
464



ସ୍ଵଦେଶ ସୁରକ୍ଷାରେ ସମର ସୈନିକ ସଦା ରୁହନ୍ତି ସମର୍ପିତ,

ସ୍ୱଦେଶଭକ୍ତି ସ୍ୱଦେଶସେବାରେ କରନ୍ତି ନିଜ ଅମୁଲ୍ୟ ଜୀବନ କୁ ଅଙ୍କିତ |୧|


ନିରନ୍ତର ଅନୁଭବ କରୁଥାନ୍ତି ରିପୁର ଅଜଣା ଆକ୍ରମଣ ର ଚାପ,

ଏହି ବିପକ୍ଷ ବିପରୀତ ଉତ୍ତେଜନା ଅସ୍ଥିରତାର କରି ହେବନି ମାପ |୨|


ପୃଥିବୀ ର ବିଷମ ପରିବେଶ ରେ କରନ୍ତି ନିଜ ଜୀବନ ଯାପନ,

ଦେଶର ପ୍ରତି ସୁରକ୍ଷିତ ନାଗରିକକୁ କରିବାକୁ ହେବ ପ୍ରତ୍ୟକ୍ଷ ପରୋକ୍ଷରେ କୃତଜ୍ଞତା ଜ୍ଞାପନ |୩|


ସୈନ୍ୟରେ କିଏ ବି ଜାଣିନି ଯେ କାହା ପ୍ରାଣ କେବେ ଯିବ,

କୋଉ ଦିଗରୁ ଅସ୍ତ୍ର ଗୁଳି ପହଞ୍ଚି ତାଙ୍କ ପ୍ରାଣବାୟୁ ନେଇ ଯିବ |୪|


ସମସ୍ତେ ଧାରଣ କରିପାରିବେନି ସୈନିକ ପରିଧାନ,

ବୀରମାତା ବୀରପତ୍ନୀଙ୍କ ବଳିଦାନକୁ ଦେବାର ଅଛି ସମୁଚିତ ଅବଧାନ |୫|


କୋଉ ମୁହୂର୍ତ୍ତ ରେ ବି ଆସିପାରିବ ଯୁଦ୍ଧର ସନ୍ଦେଶ,

ନିଜ ପରିବାର ପ୍ରଦେଶରେ ଅବକାଶ ଠାରୁ ମୁଖ୍ୟ ହେଉଛି ନାନାରଙ୍ଗର ଆଦେଶ |୬|


ପ୍ରତି ବୀର ଯୋଦ୍ଧାକୁ ସମ୍ପ୍ରାପ୍ତି କରିବା ହେଉଛି ଅତ୍ୟନ୍ତ କଷ୍ଟକର,

ଜଟିଳ ପ୍ରଶିକ୍ଷଣରେ ଉତ୍ତୀର୍ଣ ହେବା ପ୍ରତି ସୈନିକ ହେତୁ ଦୁଷ୍କର |୭|


ଯେବେ ହୁଏ ବୀରେଣ୍ୟ ବୀରଯୋଦ୍ଧାଙ୍କ ବୀରଣୟ,

ଶ୍ରଦ୍ଧାଞ୍ଜଳିର କୌଣସି ବିଧାନ ବିନିମୟ କରିପାରିବନି ମାତୃଭୂମି ପ୍ରତି ଥିବା ତାଙ୍କର ପ୍ରଣୟ |୮|


Rate this content
Log in