Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

2  

Akshayakumar Dash

Others

ହାତୀ

ହାତୀ

1 min
161


ହାତୀ ରେ ବସି ଆସନ୍ତି ରାଜା

ଫୁଲେଇ ଦେଇ ଛାତି

କରନ୍ତି ରଣ ରଖନ୍ତି ପଣ

ପାଇକମାନେ ମାତି ।

ରାଣା ପ୍ରତାପ ରଖିଲେ ନାମ

ହଳଦୀଘାଟ ରଣ

ଘୋଡାର ନାମ ଚେତକ ଜାଣ

ମାରିଲ। ଜଣ ଜଣ ।

ଚେତକ ମୁଖ ହାତୀର ଶୁଣ୍ଢ

ଦିଶିଲା ଛୁଆ ହାତୀ

ମୋଗଲ ରାଜାଙ୍କର ସେ ଗଜ

ଲଢ଼ିଲା ନାହିଁ ମାତି ।

ହାତୀ ବି ଛୁଆ ହାତୀକୁ ଦେଖି

କରିନଥିଲା କଳି।

ହଳଦୀ ଘାଟ ରାଣ।ଙ୍କ ପ।ଟ

ଘୋଡାଟି ଗଲା ଟଳି ।



Rate this content
Log in