Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUDARSHAN GILI

Others

4.7  

SUDARSHAN GILI

Others

ସମୟ

ସମୟ

1 min
672



ସମୟ ଏକ ଧୋକାବାଜ ନଈ 

ମୋ ପାଇଁ ନ ରହି ଯାଏ ବୋହି l

ତଥାପି କୁହେ 

ସମୟ ମୋ ପ୍ରେମିକାର ବହି l


ସମୟକୁ ଦେଖିଲେ ଲାଗେ ଡର 

ମନର ଭାବନାକୁ ଦିଏନି ସେ ଉପହାର l

ମୋ ଜୀବନଟା ସମୟର ଘଡି 

ନଥାଏ ତାର ବତା ବାଡ଼ି l


ପରୀକ୍ଷା ହଲରେ ସମୟ ଯାଏ ଗଡି 

ଲେଖିବାକୁ ହୁଏ ମୋର ଡେରି l

ଡ୍ୟୁଟିରେ ପଡ଼ିଥିବା ଲେଡି 

ଖାତା କୁ ନିଅନ୍ତି ଭିଡି l


ସାଙ୍ଗ ଅପେକ୍ଷା କରେ ପ୍ରମିକା ପାଇଁ 

ସମୟ ଯାଏନା ଜମା ଗଡି 

ମତେ ଭାରି ଲାଗେ ଚିଡି 

ତଥାପି ସାଙ୍ଗ କୁହେ ରହ ମୋ ପାଖରେ ଛିଡା ହୋଇ l


                


Rate this content
Log in