Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ବୃକ୍ଷ ର ରୋପଣ

ବୃକ୍ଷ ର ରୋପଣ

1 min
222



ଦିନ କୁ ଦିନ କମିଲେଣି ବସୁନ୍ଧରାରେ ବୃକ୍ଷ,

ବସୁଧାର ପୁନରୁତ୍ଥାନ ପାଇଁ ବୃକ୍ଷର ରୋପଣ ର ରଖିବା ଲକ୍ଷ୍ୟ ।


ପ୍ରତି ଅଞ୍ଚଳ ପ୍ରତି ଘରେ ଆବଶ୍ୟକ ଏକ ଛୋଟ ଉଦ୍ୟାନ,

ପରିମଳ ପୁଷ୍ପ ସବୁଜ ପରିବେଶର ରଖିବାକୁ ହେବ ଧ୍ୟାନ।


ଆମ ପୂର୍ବପୁରୁଷ ଅବଦାନ କରିଲେ କେତେ ଯେ ଛାୟାତରୁ,

ଏହି ଶୀତଳ ଛାଇଛାଇ ପାଇଁ ମାନେ ରହିବେ ବିଭିନ୍ନ ତରୁ


ଗଛ ରକ୍ଷା କରନ୍ତି ଭୂମିର ଉପର ସ୍ତରର ମୃତ୍ତିକା,

ଯାହା ବିନା ମହି ପରିଣତ ହୋଇଯାଇ ପାରିବ ମରୀଚିକା


ନୂଆ ପିଢ଼ିକୁ ଶିଖାଇବା ହରିତ ପର୍ଯ୍ୟାବରଣର ମୂଲ୍ୟ,

ଆମ ପୃଥିବୀ ପରିପାର୍ଶ୍ୱ ହେଉଛି ମରକତ ମଣି ସମ ବହୁମୂଲ୍ୟ ।


ପ୍ରତିଦିନ ଦେବା ନିଜ ବଗିଚା ଗଛଙ୍କୁ ଜଳ,

ଧରଣୀର ଜଳ-ଚକ୍ର ରେ ତରୁଙ୍କ ଉପସ୍ଥିତି ସଦା ଅନୁକୂଳ ।


ବୃକ୍ଷ ବିନା ଧରିତ୍ରୀ ରେ ଜୀବନ ନିରାଧାର,

ବୃକ୍ଷ ହେଲେ ଫଳଫୁଲ ସବୁଜିମାର ଆଧାର ।


Rate this content
Log in