ପ୍ରେମର ସ୍କେଚ୍
ପ୍ରେମର ସ୍କେଚ୍
1 min
1.3K
ପ୍ରେମ ପାଇଁ କ’ଣ କିଛି ନିର୍ଦ୍ଧିଷ୍ଟ ଋତୁ ଅଛି ?
ଅଛି କି ଗୋଟାଏ ଖାସ୍ ବୟସର ସୀମା ?
ପ୍ରେମ ତ ଏକ ତତଲା ତିମିର...
ଜଳି ଜଳି ଲେଖେ ନିଜ କାହାଣୀ,
ଯହିଁରେ ସେ କେବେ ଦିଏ ନାହିଁ କମା !!!