STORYMIRROR

Ghanashyam Biswal

Others

3  

Ghanashyam Biswal

Others

ମଣିଷପଣିଆ

ମଣିଷପଣିଆ

1 min
275

ନଝରୁ ହୀରା କି ମୋତି ଆଉ କେତେ ମାଣିକ

ମିଠା କଥାପଦେ ଯଥେଷ୍ଟ

ମନ କିଣିବା ପାଇଁ ତ

ନ ଦେଇପାରିଲେ କୋଟିବସ୍ତ୍ର ସଙ୍ଗେ ଆଉ ଶତ ଅଳଙ୍କାର

ଭୋକିଲାକୁ ମୁଠେ କଂସା ପଖାଳକୁ

ଶୋଷିଲାକୁ ପଦ୍ମେ ପାଣି

ସରି ହେବ କି ସୁନା ଖଣି

ଦୁଃଖୀଜନେ ଯେବେ ହସିବେ ଜଗତେ

ହସିବ ଧରଣୀ ରାଣୀ

ମଣିଷ ଜୀବନ ହୋଇବ ସଫଳ

ମନେ ରଖିଥିବା ସଦା

ଏ ମହାତବାଣୀ l



Rate this content
Log in