STORYMIRROR

Asish Behera

Others

4  

Asish Behera

Others

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
188


ଜନ୍ମଦାତ୍ରୀ ନହୋଇ ଧରିତ୍ରୀ ମା'ମୋ

ତା କୋଳରେ ଦେଇଛି ସ୍ଥାନ

ତା କୋଳ ବିହୁନେ ବଞ୍ଚିକି ପାରିବ

ଆମରି ମାନବ ଜୀବନ ।


ଦାନ ବଦଳରେ ପ୍ରତିଦାନ ଦେବା 

ଭୁଲିଗଲୁ କି ତୋ କର୍ତ୍ତବ୍ୟ

ଧରିତ୍ରୀ ମାଆର ଧନ ରତ୍ନ ନେଇ

କିଛି ନଦେବା କି ସୁଶ୍ରାବ୍ୟ ।




Rate this content
Log in