ମା'ର କୋଳ
ମା'ର କୋଳ
1 min
1.1K
ମା'ର କୋଳରେ ଯେଉଁ ସୁଖ ଥାଏ
ଆଉ କେଉଁଠି ମିଳେନା l
ତାହାରି କୋଳରେ ଯେତେ ଶୋଇଲେ ବି
ଏ ମନ ଜମା ବୁଝେନା ll
ନୀତି ଖୋଜୁଥାଏ ତା ପ୍ରେମର ଛୁଆଁ
ରହି ମୁଁ ତା ଠାରୁ ଦୁରରେ l
ଇଛା ହୁଏ ଖାଲି ଶୋଇ ରହିବାକୁ
ମୁଣ୍ଡ ରଖି ତା କୋଳରେ ll